“ଭାଲୁ ଆସିଲା ଏବଂ ସବୁ ଗୋଭୀ ଖାଇଦେଲା | ରଘୁ ଓ ରୀନାଙ୍କ ମଜାଦାର ଗାଁ କାହାଣୀ | Odia Funny Story”
Автор: fliction odia tv
Загружено: 2025-12-06
Просмотров: 673
Описание:
“ଭାଲୁ ଆସିଲା ଏବଂ ସବୁ ଗୋଭୀ ଖାଇଦେଲା | ରଘୁ ଓ ରୀନାଙ୍କ ମଜାଦାର ଗାଁ କାହାଣୀ | Odia Funny Story”
------------
ନମସ୍କାର 🙏
ଆଜିର ଏହି ଭିଡିଓରେ ଆପଣମାନେ ସୁଣିବେ ଗାଁର ଗୋଟେ ମଜେଦାର ଏବଂ ଶିଖ୍ୟାଦାୟକ କାହାଣୀ।
ଏହି କାହାଣୀରେ ରଘୁ ଓ ରୀନା ନାମର ଗୋଟେ କୃଷକ ଦମ୍ପତି ଅଛନ୍ତି। ସେମାନେ ଦିନରାତି ହାର୍ଡ କାମ କରି ଗୋଭୀ ଚାଷ କରୁଥିଲେ। କିନ୍ତୁ ଗୋଟେ ରାତିରେ ଜଙ୍ଗଲରୁ ଗୋଟେ ଭାଲୁ ଆସି ସମସ୍ତ ଗୋଭୀ ଖାଇଦେଲା।
ପରେ ରଘୁ ସ୍ମାର୍ଟ ଉପାୟରେ ଭାଲୁକୁ ଧରି ପିଞ୍ଜରାରେ ବନ୍ଦ କଲେ।
ଏହି କାହାଣୀରେ କମେଡି, ଇମୋସନ୍, ଫାର୍ମିଂ ଲାଇଫ୍ ଓ ଟ୍ୱିଷ୍ଟ ମିଶିଛି — ଯାହା ଆପଣଙ୍କୁ ଶେଷ ପର୍ଯ୍ୟନ୍ତ ମନୋରଞ୍ଜନ କରିବ।
👉 ଏହି ଭିଡିଓ ବାଳକ, ପରିବାର ଓ ଗାଁର କାହାଣୀ ପସନ୍ଦ କରୁଥିବା ଲୋକଙ୍କ ପାଇଁ perfect।
📌 ଭିଡିଓଟି ଭଲ ଲାଗିଲେ Like, Share ଓ Subscribe କରିବାକୁ ଭୁଲନ୍ତୁ ନାହିଁ।
❤️ ଧନ୍ୟବାଦ ❤️
--------------------------
Odia story
Odia funny story
Odia moral story
Odia farm story
Odia gaon story
Odia bear story
Odia kahani
Odia comedy story
Odia bedtime story
Odia animation story
Odia cartoon style story
Odia village story
Odia kids story
Odia short story
----------------------
#odiascary #odiastory #odiamoralstory #odiacomedy #odiafunnyvideo #odiagaonkahani #odiacartoon #odiastorytelling #bearstory #kidsstory #odiafarmstory #odiaanimation #funnystory #shorts
🙏🙏🙏🙏🙏
Повторяем попытку...
Доступные форматы для скачивания:
Скачать видео
-
Информация по загрузке: