ରୂପାଥାଳିରେ ଖାଇବାକୁ ଦେଲେ ରାଷ୍ଟ୍ରପତି | President Droupadi Murmu Mayurbhanj Visit|Droupadi Murmu Family
Автор: News18 Odia
Загружено: 2026-02-06
Просмотров: 2424
Описание:
ରୂପାଥାଳିରେ ଖାଇବାକୁ ଦେଲେ ରାଷ୍ଟ୍ରପତି | President Droupadi Murmu Mayurbhanj Visit|Droupadi Murmu Family
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଗସ୍ତ ସମୟରେ ସମ୍ପର୍କୀୟ ଭଉଣୀମାନଙ୍କୁ ଭେଟିବା ସହ ଯେଉଁ ଭାବ ବିନିମୟ କରିଥିଲେ, ତାହା ସଭିଙ୍କୁ ଅଭିଭୂତ କରିଛି। ରାଷ୍ଟ୍ରପତିଙ୍କ ନାତୁଣୀଙ୍କ କହିବା ଅନୁଯାୟୀ, ଗାଁର ଅଧିକାଂଶ ସମ୍ପର୍କୀୟଙ୍କୁ ମହାମହିମ ନିଜ ନିମନ୍ତ୍ରଣ ରକ୍ଷା କରି ରାଷ୍ଟ୍ରପତି ଭବନକୁ ନେଇଛନ୍ତି। ସେଠାରେ ରହିବା ସହ ରାଷ୍ଟ୍ରପତିଙ୍କ ଡାଇନିଂ ଟେବୁଲରେ ବସି ରୂପା ଥାଳିରେ ଭୋଜନ କରିବାର ସୌଭାଗ୍ୟ ପାଇଛନ୍ତି ଗାଁ ଲୋକେ। ଏକ ନିପଟ ଆଦିବାସୀ ଅଞ୍ଚଳରୁ ଯାଇ ଦେଶର ସର୍ବୋଚ୍ଚ ପ୍ରାସାଦରେ ରହିବା ସେମାନଙ୍କ ପାଇଁ ଏକ ସ୍ୱପ୍ନ ପରି ଥିଲା।
President Draupadi Murmu, during her Myurbhanj tour, met with her relatives and family members, which has impressed everyone. According to the President's grand daughter, most of the villagers were brought to the Rashtrapati Bhavan under the President's personal invitation. There, by staying and sitting at the President's dining table, they had the fortune to eat from silver plates. For people coming from a remote tribal area, staying in the nation's highest residence was like a dream for them.
#DroupadiMurmu #OdishaVisit #PresidentOfIndia #OdishaNews #BreakingNews #PoliticalUpdates #OdishaTour #PresidentMurmu #news18odia #odianews
#PresidentMurmu #Mayurbhanj #OdishaNews #news18odia #OdiaNews #odishanews #oriyanews #breakingnews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BJ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: