Paradeep Crime News: ପାରାଦୀପ ତାରିଣୀଗଡ଼ା ଯୁବତୀ ମୃତ୍ୟୁ ମାମଲାରେ ହଟିଲା ପରଦା, କାହାଣୀ ବଖାଣିଲେ ଏସପି
Автор: ZEE Odisha News
Загружено: 2026-02-27
Просмотров: 744
Описание:
Paradeep Crime News: ପାରାଦୀପର ତାରିଣୀଗଡ଼ାରେ ୪ମହାଲା କୋଠାରେ ଘଟିଥିଵା ମଡର ମିଷ୍ଟ୍ରି ଉପରୁ ଉଠିଛି ପରଦା । ଲିଫ୍ଟ୍ ଦେଇଥିବା ଝାଡଖଣ୍ଡ ଯୁବକ ଶୁଭମ ସିଂହ ଯୁବତୀଙ୍କୁ ଛାତ ଉପରୁ ଠେଲି ହତ୍ୟା କରିଛି ବୋଲି ଜଗତସିଂପୁର ଏସପି କହିଛନ୍ତି । ଗତ ରବିବାର ରାତିରେ ଯୁବତୀଙ୍କୁ ରାହାମା ବଜାରରୁ ଲିଫ୍ଟ୍ ଦେବା ବାହାନାରେ ଆଣି ତାରିଣୀଗଡାରେ ଥିବା ୪ ମହଲା କୋଠାକୁ ଆଣିଥିଲା । ସାଙ୍ଗ ହୋଇ ରାତିରେ ଖାଇବା ପିଇବା ପରେ ଚତୁର୍ଥ ମହଲାକୁ ଯୁବତୀଙ୍କୁ ନେଇଥିଲା । ଯୁବତୀଙ୍କ ଇଚ୍ଛା ବିରୋଧରେ ବାରମ୍ଵାର ବାରମ୍ଵାର ଶାରୀରିକ ସମ୍ପର୍କ ରଖିଥିଲା । ଘଟଣା ସମ୍ପକରେ ଯୁବତୀ ବାହାରେ ପ୍ରଘଟ କରିଦେବାକୁ କହିବାରୁ ଯୁବତୀଙ୍କୁ ଚାରିମହଲା ତଳକୁ ଠେଲିଦେଇଥିଲା ।
#odishanews #ZeeOdishaNews #ParadeepCrimeNews
...................................................................................................................
About Channel:-
Get the latest Odisha news headlines and breaking news, the latest news on our YouTube Channel, and know more about your State. Visit us to get the breaking news from Odisha at your fingertips.
...........................................................................
Follow us on:-
Web: https://zeenews.india.com/hindi/zeeod...
Facebook: / zeeodisha
Twitter: / zeeodisha
Instagram: / zeeodishanews
......................................................................................................
Повторяем попытку...
Доступные форматы для скачивания:
Скачать видео
-
Информация по загрузке: