+3 1st Sem/VAC(EVS)/ମୃତ୍ତିକା ପ୍ରଦୂଷଣ କାରଣ ଓ ନିରାକରଣ/NEP Syllabus
Автор: STUDY WITH PRIYADARSINI
Загружено: 2026-03-10
Просмотров: 64
Описание:
ନମସ୍କାର ବନ୍ଧୁଗଣ! ଆଜିର ଏହି ଭିଡିଓରେ ଆମେ +3 1st Semester VAC (Environmental Studies) ର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ "ମୃତ୍ତିକା ପ୍ରଦୂଷଣ: କାରଣ ଓ ନିରାକରଣ" (Soil Pollution: Causes and Prevention) ବିଷୟରେ ଆଲୋଚନା କରିବା |
PDF Notes ପାଇଁ ଆମ Telegram Group join କରନ୍ତୁ- https://t.me/Pp2509B
ଏହି ଭିଡିଓରେ ଆପଣ ଶିଖିବେ:
ମୃତ୍ତିକା ପ୍ରଦୂଷଣ କ’ଣ? (What is Soil Pollution?)
ମୃତ୍ତିକା ପ୍ରଦୂଷଣର ମୁଖ୍ୟ କାରଣ (Causes of Soil Pollution)
ଏହାର କୁପ୍ରଭାବ (Effects)
ମୃତ୍ତିକା ପ୍ରଦୂଷଣ ରୋକିବାର ଉପାୟ (Prevention & Control Measures)
ଏହି ଭିଡିଓଟି ନୂତନ NEP Syllabus ଅନୁଯାୟୀ ପ୍ରସ୍ତୁତ କରାଯାଇଛି, ଯାହା ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟର +3 ଛାତ୍ରଛାତ୍ରୀଙ୍କ ପାଇଁ ବହୁତ ସହାୟକ ହେବ |
ଯଦି ଭିଡିଓଟି ଭଲ ଲାଗେ, ତେବେ Like, Share ଏବଂ Subscribe କରିବାକୁ ଭୁଲନ୍ତୁ ନାହିଁ | ଧନ୍ୟବାଦ!
#SoilPollution #PlusThreeEVS #OdiaEducation #NEPSyllabus #EnvironmentalStudies #SoilPollutionInOdia #PlusThreeFirstSemester
Повторяем попытку...
Доступные форматы для скачивания:
Скачать видео
-
Информация по загрузке: