👉 ଘରେ ହିଁ ଇଟାଲିଆନ୍ ମଜା – ସ୍ପାଘେଟି ପାସ୍ତା || Speghetti Pasta
Автор: Subha Kitchens
Загружено: 2026-02-21
Просмотров: 52
Описание:
Subha Kitchens ରେ ଆଜି ଆମେ ଘରୋଇ ଷ୍ଟାଇଲ୍ରେ ସୁଆଦିଆ ଓ କ୍ରିମି ସ୍ପାଘେଟି ପାସ୍ତା ପ୍ରସ୍ତୁତ କରୁଛୁ।
ସହଜ ସାମଗ୍ରୀ ଓ କମ୍ ସମୟରେ ଏହି ରେସିପି ତିଆରି କରିପାରିବେ। ପିଲାମାନେ ଓ ବଡ଼ମାନେ ସବୁଠି ଏହି ପାସ୍ତାକୁ ଭଲ ପାଇବେ। ଘରେ ବସି ରେଷ୍ଟୁରାଣ୍ଟ ଟେଷ୍ଟ ଉପଭୋଗ କରନ୍ତୁ|
ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଲାଇକ୍ 👍 କରନ୍ତୁ, ଶେୟର କରନ୍ତୁ ଓ Subha Kitchens କୁ Subscribe କରିବାକୁ ଭୁଲିବେନି
Welcome to Subha Kitchens
Today we are preparing a creamy and delicious homemade style Spaghetti Pasta. This recipe is made with simple ingredients and can be prepared in very little time. Kids and adults will love this tasty pasta. Enjoy restaurant-style flavor at home.
Watch the full video, like 👍, share, and don’t forget to subscribe to Subha Kitchens for more easy and tasty recipes.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: