।।କନ୍ୟା ଘର ଗାଁ ଦାଣ୍ଡରେ ବରଯାତ୍ରୀଙ୍କ ଜବରଦସ୍ତ ଧମାକା! 💃🔥 (Viral Dance Video)।।
Автор: ODISHA EVENTS HUB OFFICIAL
Загружено: 2026-03-11
Просмотров: 1621
Описание:
ନମସ୍କାର ବନ୍ଧୁଗଣ! 🙏
ଆଜିର ଏହି ଭିଡିଓରେ ଦେଖନ୍ତୁ କନ୍ୟା ଘର ଗାଁ ଦାଣ୍ଡରେ ବରଯାତ୍ରୀଙ୍କ ସେହି ଜବରଦସ୍ତ ନାଚ ଓ ଧୁମ୍-ଧାମ୍ ରୋଷଣୀ। ବାଜାର ତାଳେ ତାଳେ ବରଯାତ୍ରୀମାନେ ଏମିତି ନାଚିଛନ୍ତି ଯେ ଦେଖଣାହାରୀ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଓଡ଼ିଆ ବାହାଘରର ପ୍ରକୃତ ମଜା ଏହି ବରଯାତ୍ରୀ ନାଚରେ ହିଁ ଥାଏ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯଦି ଭଲ ଲାଗେ, ତେବେ Like, Share ଏବଂ Subscribe/Follow କରିବାକୁ ଜମାରୁ ଭୁଲନ୍ତୁ ନାହିଁ। 🔔
Повторяем попытку...
Доступные форматы для скачивания:
Скачать видео
-
Информация по загрузке: