Part 7 video || ଭଲ ପାଇବା ଝିଅକୁ ବାହା ନ ହୋଇ ଆଉ ଗୋଟାଏ ଝିଅ ସହିତ ବାହା || କର୍ଣ୍ଣ ଗୁରୁ ରାଉଁଲି ଗୁଡ଼ା ନାଟକ
Автор: SB Youtuber
Загружено: 2024-12-24
Просмотров: 87372
Описание:
Part 7 video || ଭଲ ପାଇବା ଝିଅକୁ ବାହା ନ ହୋଇ ଆଉ ଗୋଟାଏ ଝିଅ ସହିତ ବାହା || କର୍ଣ୍ଣ ଗୁରୁ ରାଉଁଲି ଗୁଡ଼ା ନାଟକ
କର୍ଣ୍ଣ ଗୁରୁଙ୍କ ଦ୍ବାରା ନିର୍ଦ୍ଦେଶିତ ଏ ବର୍ଷର ନୂତନ ଏକ ଭିନ୍ନ ସାଦର ହସ କାନ୍ଦଭରା ସାମାଜିକ ନାଟକ 👉ମନ ନେଇ ଗଲା ମନ ରସିଆ || ନବରଙ୍ଗପୁର ଜିଲ୍ଲା ର ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ରାଉଁଲିଗୁଡା଼ ଗ୍ରାମର ନାଟକ।
ଉମରକୋଟ ବ୍ଳକ ଅନ୍ତର୍ଗତ ଲିମା ଗୁଡ଼ା ଦିଆଳି ପରବ ଉପଲକ୍ଷେ ତା ୨୦/୧୨/୨୪ରିଖ ରେ ହେଇଥିବା -
ସୁପରହିଟ ନାଟକ କର୍ଣ୍ଣ ଗୁରୁ ଆଉ ବୁବୁଲୁ ଗୁରୁ- 💞 ମନ ନେଇ ଗଲା ମନ ରସିଆ 💕।
ରଚନା ନିର୍ଦ୍ଦେଶନା - ଶ୍ରୀ କର୍ଣ୍ଣ ଗୁରୁ
ଶିଶ୍ଯ ଗୁରୁ- ଦିଗମ ,ବଳି ଗୁରୁ ଆଉ ଗାୟକ ବବୁଲୁ ଗୁରୁ, ଗୁଣ୍ଡୁ ଗୁରୁ
ଏହି ନାଟକ ଏହିଥିଲା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଳକ ଅନ୍ତର୍ଗତ ଲିମା ଗୁଡ଼ା ଠାରେ ଦିଆଳି ପରବ ଉପଲକ୍ଷେ। ରାତିରେ ଉପଲକ୍ଷେ ମୁଁ ଉପସ୍ଥିତ ଥିଲି ଆଉ ଦିନରେ ଏହି ନାଟକ କୁ ରାତିରେ ନ ଶୋଇ ମନ ନେଇ ଗଲା ମନ ରସିଆ ନାଟକ କୁ ବିଡ଼ିଓ କଲି । ସୁପର ଡୁପର ହେଇଛି ନାଟକ । ବିଡ଼ିଓକୁ ଦେଖି ମନୋରଞ୍ଜନ କରନ୍ତୁ ବିଡ଼ିଓ ଦେଖି ବିଡ଼ିଓ କୁ ଲାଇକ୍ ସେୟାର ଚେନ୍ନାଲକୁ ନୁଆ ଆସିଥିଲେ ଚେନ୍ନାଲକୁ ସବ୍ସକ୍ରାଇବ ଆଉ ବିଡ଼ିଓ କେମିତି ଲାଗୁଛି ତାହା ବି କୋମେଣ୍ଡ ମାଧ୍ଯମରେ କୋମେଣ୍ଡ କରି ଜଣାଇବେ ମୋତେ ଏମିତି ଭଲପାଇବା ଦେଲେ ସବୁ ମଣ୍ଡେଇ ନାଟକ ମନୋରଞ୍ଜନ କରିବା ପାଇଁ ବିଡ଼ିଓ ଆଣି ଆପଣମାନଙ୍କୁ ଦେଖାଇବି ।
ଧନ୍ୟବାଦ୍
ଯୋଗାଯୋଗ ଠିକଣା - 63701 31408 ,6371313760
_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-_-
ଲିମା ଗୁଡ଼ା ଦିଆଳି ରେ ହେଇଥିବା କର୍ଣ୍ଣ ଗୁରୁଙ୍କ ରାଉଁଲିଗୁଡା଼ ର ସୁପରହିଟ୍ ନାଟକ ମନ ନେଇ ଗଲା ମନ ରସିଆ ।
Karna guru New Natak
Diwali
Limaguda Diwali
karna guru
karna Guru
Karna Guru
KARNA GURU
KARNA guru
karna guru natak
Description
Copyright Disclaimer under Section 107 of the copyright act 1976, allowance is made for fair use for purposes such as criticism, comment, news reporting, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favour of fair use
💞💞💞💞। • ନିଲା ପାରି ଗ୍ରାମ ନିକଟରେ ଥିବା ନାଟକ କର୍ଣ୍ଣ ଗ...
ଉମରକୋଟ ବ୍ଳକ ଅନ୍ତର୍ଗତ - ବକୋଦା ଦଶହରା ମଣ୍ଡେଇ ବିଡ଼ିଓ 👉 • ଏମିତି କନ୍ୟା ଭାରି ଓଡୁଆ || ବଦଳ କନ୍ୟା ଭାରି ଓଡ... ଦେଖନ୍ତୁ ଆଉ ମନୋରଞ୍ଜନ କରନ୍ତୁ ।
ନିଲା ପାରି ଗ୍ରାମର ନାଟକ 👇👇👇
• ମଲ୍ଲୀ ଆଣିଥିଲି ମାଲ୍ଯ ବନ୍ତରୁ || Sorry .I'm ...
ଧାନକୁ ରେଶର କରିବା ବିଡ଼ିଓ 👇👇👇
• ଧାନ କୁ କେମିତି ପେଶର କରିବା || Paddy prashar ...
ରାଉଁଲି ଗୁଡ଼ା
Watching ମନ ନେଇ ଗଲା ମନ ରସିଆ
ନୂଆ ନାଟକ ରାଉଁଲି ଗୁଡ଼ା
କର୍ଣ୍ଣ ଗୁରୁଙ୍କ ସୁପରହିଟ ଓପେରା ଷ୍ଟାଇଲର ନାଟକ
#କଣ୍ଣଗୁରୁମନନେଇଗଲାମନରସିଆ
#ରାଉଁଲିଗୁଡା
#କଣ୍ଣଗୁରୁ
ରାଉଁଲି ଗୁଡ଼ା ଗ୍ରାମର ସୁପରହିଟ ଓପେରା ଷ୍ଟାଇଲର ନାଟକ
RahunliGuda
RaunligGuda KarnnaGuru
BayagudaNatak
Karna Guru New Natak Pushpali
Natak
#karna guru
New Natak
Super Duper Natak
Pushpali KarnnaGuru Natak
Повторяем попытку...
Доступные форматы для скачивания:
Скачать видео
-
Информация по загрузке: