Class 4 science chapter 1 question answer odia medium amo khadya
Автор: Odia Education Point
Загружено: 2021-04-26
Просмотров: 124494
Описание:
Class 4 science chapter 1 question answer odia medium amo khadya
This video is about foods of class 4 science chapter 1 in odia medium of odia students. This is all about food. There are seven main classes of nutrients that the body needs. These are carbohydrates, proteins, fats, vitamins, minerals, fiber, and water.
୩.କ) ରୋଗ ପ୍ରତିରୋଧକ ଶକ୍ତି କମିଯିବ |
ଶରୀରର ବୃଦ୍ଧିରେ ବାଧା ସୃଷ୍ଟି ହେବ |
ବିଭିନ୍ନ ପ୍ରକାର ରୋଗ ହେବ |
୩. ଖ) ଶରୀରକୁ ଶକ୍ତି ଦେଇଥାଏ |
ଶରୀର ଗଠନରେ ବାଧାପ୍ରାପ୍ତ ହେବ |
୪. ବୟସ ଅନୁସାରେ ଶରୀର ପାଇଁ ଯେଉଁ ସବୁ ଖାଦ୍ୟ ଯେତିକି ପରିମାଣରେ ଦରକାର ହୁଏ ସେହି ଖାଦ୍ୟ ଗୁଡିକର ସମଷ୍ଟିକୁ ସୁଷମ ଖାଦ୍ୟ କୁହାଯାଏ |
କ୍ଷୀର ଏକ ସୁଷମ ଖାଦ୍ୟ ଅଟେ |
୬. ପୁଷ୍ଟିସାରଯୁକ୍ତ ଖାଦ୍ୟ ଆମ ଶରୀରର ବିଭିନ୍ନ କାର୍ଯ୍ୟ କରିଥାଏ | ଆମ ଶରୀର ଗଠନରେ ସାହାଯ୍ୟ କରେ | ସ୍ନାୟୁ, ବାଳ, ଚର୍ମ, ନଖ ଗଠନରେ ସାହାଯ୍ୟ କରିଥାଏ | ଶରୀର କ୍ଷୟ ପୂରଣରେ ମଧ୍ୟ ସାହାଯ୍ୟ କରେ |
୮. ଗୋଟିଏ ଶିଶୁ ପାଇଁ ଆବଶ୍ୟକ ହେଉଥିବା ସମସ୍ତ ଖାଦ୍ୟ ଉପାଦାନ କ୍ଷୀରରୁ ମିଳିଥାଏ | ତେଣୁ କ୍ଷୀର ଶିଶୁପାଇଁ ଏକ ସୁଷମ ଖାଦ୍ୟ ଅଟେ |
A balanced diet(ସୁଷମ ଖାଦ୍ୟ)
A balanced diet is one that fulfills all of a person's nutritional needs. Humans need a certain amount of calories and nutrients to stay healthy. A balanced diet provides all the nutrients a person requires, without going over the recommended daily calorie intake.
why milk is called a balanced diet
There's good reason milk is considered a basic part of a healthy, balanced diet. "It has nutrients your body needs, like calcium, vitamin D, and potassium," says Dr. Chen. However, it's not the only food that provides these building blocks for a well-balanced diet.
Повторяем попытку...

Доступные форматы для скачивания:
Скачать видео
-
Информация по загрузке: