Papare Katibu Aau Ketedina || ପାପରେ କାଟିବୁ ଆଉ କେତେଦିନ|| Singer :Jitendra Kumar Ganta @Jitendraganta
Автор: JITENDRA GANTA
Загружено: 2025-09-13
Просмотров: 9084
Описание:
Welcome to Jitendra Ganta Odia (JG MUSIC ODIA), You Are Watching Our Newly Released odia Christian Video Song "ପାପରେ କାଟିବୁ ଆଉ କେତେଦିନ,,Papare Katibu Aau Ketedina || Singer :Jitendra Kumar Ganta
ସର୍ବ ପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ମହାନ ନାମରେ ସମସ୍ତ ଙ୍କୁ ମୋର ଆନ୍ତରିକ ନମସ୍କାର Praise The Lord
ପ୍ରଭୁଙ୍କ ମହାନ ନାମ ଗୌରବ ହେଉ | ଏକ ଅତି ସୁନ୍ଦର ଗୀତ, Jitendra Ganta Channel ତରପରୁ ନୂତନ ଭାବରେ ଗୋଟେ ନୂଆ ଗୀତ ପ୍ରସ୍ତୁତ ନିମନ୍ତେ ପ୍ରଭୁ ସାହାଯ୍ୟ କଲେ ଭାଇ, Sundar Kumar ଦ୍ବାରା ରଚିତ !! "ପାପରେ କାଟିବୁ ଆଉ କେତେଦିନ,,Papare Katibu Aau Ketedina !! ନେଇ ଆସିଛୁ | ଏହିଁ ଗୀତ କୁ ବହୁତ ସୁନ୍ଦର ଭାବରେ କଣ୍ଟଦାନ କରିଛନ୍ତି ଆପଣମାନଙ୍କର ସାନ ଭାଇ ଗାୟକ Jitendra Kumar Ganta, ଗୀତଟି ଅତି ସୁନ୍ଦର ହେଇଛି | ଆଶା କରୁଛି ଗୀତଟିକୁ ଶୁଣନ୍ତୁ ଏବଂ ଗୀତକୁ ଭଲ ପାଆନ୍ତୁ | ଏବଂ Like Share Comment And Subscribe,କରିବାକୁ ଭୁଲନ୍ତୁ ନାହିଁ |
ଏହିଁ ଗୀତ ମାଧ୍ୟମରେ ସଦାପ୍ରଭୁଙ୍କର ପ୍ରଶଂସା ଓ ଗୌରବ ହେଉ | ଏହିଁ ଗୀତ ଦ୍ବାରା ଆପଣମାନଙ୍କ ହୁଦୟରେ ପ୍ରଭୁ କାର୍ଯ୍ୟ କରନ୍ତୁ ଏବଂ ତାହାଙ୍କ ପଥରେ ଚାଲିବା ନିମନ୍ତେ,ଏକ ନୂଆ ଆଶା ଓ ବିଶ୍ୱାସରେ ବଢ଼ିବା ନିମନ୍ତେ ଆଶୀର୍ବାଦ କରନ୍ତୁ ଏବଂ ପ୍ରାର୍ଥନା କରନ୍ତୁ...ଧନ୍ୟବାଦ୍ 🙏🙏
#jitendrakumarganta #jitendraganta #newsong
SONG CREDITS :
Song : PAPARE KATIBU AAU KETEDINA(OFFICIAL SONG/VIDEO)
Singer : JITENDRA KUMAR GANTA
Lyrics & Music : SUNDAR KUMAR (9692064441)
Camera : PRASHANTA KUMAR
Edit & DI : PRASHANTA KUMAR
Recording : BUNU (MD STUDIO CTC)
Mixing mastering: BUNU (MD Studio CTC)
Music Arrangement : SUNDAR KUMAR
Special Thanks : SAJAN KUMAR GANTA
#song #odiachristiansong #jitendraganta #jitendrakumarganta #newodiachristiansong
!!* ANTI-PIRACY WARNING *!!
This content is copyright to Jitendra Ganta.Any unauthorised reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented
Повторяем попытку...
Доступные форматы для скачивания:
Скачать видео
-
Информация по загрузке: