ସର୍ଭାଇକାଲ କ୍ୟାନ୍ସର: ରୋକିବେ କିପରି? | Cervical Cancer in Odia | Dr Tapan Pattanaik
Автор: Swasthya Plus Odia
Загружено: 2023-01-26
Просмотров: 13767
Описание:
#CervicalCancer #OdiaHealthTips
ଜରାୟୁ କର୍କଟକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାନୁଆରି ମାସକୁ ସର୍ଭାଇକାଲ କ୍ୟାନ୍ସର ସଚେତନତା ମାସ ଭାବେ ପାଳନ କରାଯାଏ।
ଭାରତରେ ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନସର। ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିପାରିଲେ ରୋଗରୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇପାରିବା। ତେବେ ମହିଳାଙ୍କୁ କାହିଁକି ହୁଏ ସର୍ଭାଇକାଲ କ୍ୟାନସର? ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିବା କେମିତି? ଏନେଇ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ତପନ ପଟ୍ଟନାୟକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ସର୍ଭାଇକାଲ କ୍ୟାନ୍ସର କ’ଣ? (0:00)
ସର୍ଭାଇକାଲ କ୍ୟାନ୍ସର ହେବାର କାରଣ (0:44)
ଏହାର ଲକ୍ଷଣ କ’ଣ? (2:38)
ଏହାକୁ କେମିତି ଚିହ୍ନିବେ? (4:23)
ସର୍ଭାଇକାଲ କ୍ୟାନ୍ସରର ଚିକିତ୍ସା (5:48)
ସର୍ଭାଇକାଲ କ୍ୟାନ୍ସରକୁ ରୋକିବେ କିପରି? (6:56)
The month of January is observed as 'Cervical Cancer Awareness Month. Cervical cancer is a disease in which malignant (cancer) cells form in the tissues of the cervix. If you recognize it from the initial stage, then we can recover completely from the disease. So why do women have Cervical Cancer? How to identify it from an early stage? Let's know more from Dr Tapan Pattanaik, an Obstetrician & Gynaecologist.
In this Video,
What is Cervical Cancer? in Odia (0:00)
Causes of Cervical Cancer, in Odia (0:44)
Signs of Cervical Cancer, in Odia (2:38)
How do you recognize Cervical Cancer? in Odia (4:23)
Treatment of Cervical Cancer, in Odia (5:48)
Prevention of Cervical Cancer, in Odia (6:56)
Subscribe Now & Live a Healthy Life!
ସ୍ଵାସ୍ଥ୍ୟ ପ୍ଲସ୍ ନେଟ୍ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns.
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ।
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at [email protected]
Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!
Повторяем попытку...
Доступные форматы для скачивания:
Скачать видео
-
Информация по загрузке: