ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ହୋଲିରେ କଟକ ଜଗିବେ ୨୦ପ୍ଲାଟୁନ ଫୋର୍ସ, ନଦୀରେ ବୋଟ୍ ପାଟ୍ରୋଲିଂ ସହ ଘାଟରେ ମୁତୟନ ହେବେ ଅଗ୍ନିଶମ କର୍ମଚାରୀ

Автор: Prameya News7

Загружено: 2026-03-02

Просмотров: 247

Описание: ରଙ୍ଗର ପର୍ବ ହୋଲି । ଆଉ ଦିନକ ପରେ ରଙ୍ଗୀନ ହେବ ସାରା ଓଡ଼ିଶା । ହୋଲି ରଙ୍ଗରେ ସମସ୍ତେ ହେବେ ମସଗୁଲ । ତେବେ ହୋଲିକୁ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ହୋଲିରେ ବିଶୃଙ୍ଖଳାକାରୀଙ୍କୁ ସାବାଡ କରିବ କମିଶନରେଟ୍ ପୋଲିସ । ହୋଲି ପାଇଁ କଟକ ସହରରେ ମୁତୟନ ହେବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ ସହ ବରିଷ୍ଠ ଅଧିକାରୀ । ବିଭିନ୍ନ ସ୍ଥାନରେ ବ୍ଲକିଂ ସହ ନାକା ଲଗାଯିବ । ଏହାସହ ବିଭିନ୍ନ ଗଳିକନ୍ଦିରେ ବାଇକ୍ ପାଟ୍ରୋଲିଂ କରିବ ପୋଲିସ । ମଦ ପିଅ ହୋଲି ଖେଳିଲେ କି ଗାଡ଼ି ଚଳାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ହୋଲି ଖେଳିବା ସମୟର କୌଣସି ଜନସାଧାରଣଙ୍କୁ ହଇରାଣ ନକରି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି କଟକ ଡିସିପି । Cuttack Police Tight Security Arrangements for Holi | 20 Platoons Deployed
#holi2026 #cuttack #odishapolice #commissioneratepolice #holicelebration #publicsafety #lawandorder #odishanews #festivalofcolors #policedeployment #securityarrangements #breakingnews #indianews #holifestival #communitysafety #prameyanews7
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.

For Latest News Follow us on:
Website: http://www.prameyanews7.com/
YouTube:    / prameyanews7odia  
Twitter:   / news7odia  
Facebook:   / news7odia  
Instagram:   / prameyanews7  

Podcast:
   • News7 Podcast  

Playlists :-
Doctor's Pathshala:    • Doctor's Pathshala  

ରୋଜଗାର:    • ROJAGAR | ରୋଜଗାର | News7 Odia  

Maganna Oligi:    • Maganna Oligi  

ଆରୋଗ୍ୟମ:    • Arogyam  

ବଜାର News:    • ବଜାର News | Bazar News  

ବିଜନେସ ବିଶେଷ:    • ବିଜନେସ ବିଶେଷ | Business Bisesh  

Biswas Abiswas Andhabiswas:    • Biswas Abiswas Andhabiswas  

Face To Face:    • Face To Face  

Ebe Bi Rahasya:    • Ebe Bi Rahasya  

Explore Odisha Season 3:    • Explore Odisha Season 3  

Breakfast Odisha:    • Breakfast Odisha News7  

Digital Special Stories:    • Digital Special Stories  

#PrameyaNews7 #News7 #OdishaNews

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ହୋଲିରେ କଟକ ଜଗିବେ ୨୦ପ୍ଲାଟୁନ ଫୋର୍ସ, ନଦୀରେ ବୋଟ୍ ପାଟ୍ରୋଲିଂ ସହ ଘାଟରେ ମୁତୟନ ହେବେ ଅଗ୍ନିଶମ କର୍ମଚାରୀ

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

Dedhashura Bhai Bohu Pakhaku Asiba Mana | Jatra Best Scene|  MayaNagari |Alankar TV

Dedhashura Bhai Bohu Pakhaku Asiba Mana | Jatra Best Scene| MayaNagari |Alankar TV

ୟୁଟ୍ୟୁବର ରାହୁଲଙ୍କୁ ହତ୍ୟା କରିବାକୁ କିଏ ଦେଇଥିଲା ସୁପାରୀ ? ଅଧରାତିରେ ରାହୁଲଙ୍କୁ ମାରିଦେଲେ ବିହାରୀ ଗୁଣ୍ଡା

ୟୁଟ୍ୟୁବର ରାହୁଲଙ୍କୁ ହତ୍ୟା କରିବାକୁ କିଏ ଦେଇଥିଲା ସୁପାରୀ ? ଅଧରାତିରେ ରାହୁଲଙ୍କୁ ମାରିଦେଲେ ବିହାରୀ ଗୁଣ୍ଡା

Emergency Takeoff! US Air Force C-130J Super Hercules Pilot & Crew At Full Speed

Emergency Takeoff! US Air Force C-130J Super Hercules Pilot & Crew At Full Speed

🔴EXCLUSIVE ସେଇ ବିହାରୀ ଝିଅ ପାଇଁ ଏତେ ନାଟ - ରାହୁଲଙ୍କ ପତ୍ନୀ Big twist In Youtuber Rahul Murd*r Case

🔴EXCLUSIVE ସେଇ ବିହାରୀ ଝିଅ ପାଇଁ ଏତେ ନାଟ - ରାହୁଲଙ୍କ ପତ୍ନୀ Big twist In Youtuber Rahul Murd*r Case

Special Story: Bhubaneswar Escapes Major Tragedy as Ammonia Gas Leak at Aiginia Sparks Panic

Special Story: Bhubaneswar Escapes Major Tragedy as Ammonia Gas Leak at Aiginia Sparks Panic

ରାଜ୍ୟସଭା ରେସ, କିଏ ହାତେଇବେ ରାଜ୍ୟସଭା ଚତୁର୍ଥ ଆସନ ? ରାଜ୍ୟ ରାଜନୀତିରେ ଚାଲିଛି ରଣନୀତି | Rajya Sabha Election

ରାଜ୍ୟସଭା ରେସ, କିଏ ହାତେଇବେ ରାଜ୍ୟସଭା ଚତୁର୍ଥ ଆସନ ? ରାଜ୍ୟ ରାଜନୀତିରେ ଚାଲିଛି ରଣନୀତି | Rajya Sabha Election

ମହିଳା ପୋଲିସଙ୍କୁ ରାମ୍ପୁଡ଼ି ପକେଇଲେ ମହିଳା ! tension at infocity police station lady attack cops, bbsr.

ମହିଳା ପୋଲିସଙ୍କୁ ରାମ୍ପୁଡ଼ି ପକେଇଲେ ମହିଳା ! tension at infocity police station lady attack cops, bbsr.

YouTuber Rahul’s Family Claims M**der Plot Was Hatched Three Months Prior | Kalinga TV

YouTuber Rahul’s Family Claims M**der Plot Was Hatched Three Months Prior | Kalinga TV

मोहतरमा मैं आपको रोते हुए नहीं देख सकता, ले जाईये 7 करोड़ l KBC New Episode | Amitabh Bachchan

मोहतरमा मैं आपको रोते हुए नहीं देख सकता, ले जाईये 7 करोड़ l KBC New Episode | Amitabh Bachchan

Special Story: Sons' Property Greed Leaves Father's Body Untended for 14 Hours in Ganjam Village

Special Story: Sons' Property Greed Leaves Father's Body Untended for 14 Hours in Ganjam Village

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରମୁଖ କାରଣ କ'ଣ, କିଏ କାହାକୁ କରୁଛି ସମର୍ଥନ ? | Lt Gen Narayan Mohanty

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପ୍ରମୁଖ କାରଣ କ'ଣ, କିଏ କାହାକୁ କରୁଛି ସମର୍ଥନ ? | Lt Gen Narayan Mohanty

ହିନ୍ଦୁ ପିଲାଙ୍କୁ ମିଳିବନି ସ୍କୁଲ୍ ରେ ଆଡ଼ମିଶନ

ହିନ୍ଦୁ ପିଲାଙ୍କୁ ମିଳିବନି ସ୍କୁଲ୍ ରେ ଆଡ଼ମିଶନ

ରାଜଧାନୀରେ ସିମ ବକ୍ସ ରାକେଟ : ସାମ୍ମନାକୁ ଆସିଲା ଚୀନ ଓ ବାଂଲାଦେଶ ଲିଙ୍କ୍,୨ କେରଳ ଯୁବକ ଗିରଫ | SIM Box Racket..

ରାଜଧାନୀରେ ସିମ ବକ୍ସ ରାକେଟ : ସାମ୍ମନାକୁ ଆସିଲା ଚୀନ ଓ ବାଂଲାଦେଶ ଲିଙ୍କ୍,୨ କେରଳ ଯୁବକ ଗିରଫ | SIM Box Racket..

Bhubaneswar YouTuber Rahul Maharana's Murder Allegedly Pre-Planned, Says Wife | Kalinga TV

Bhubaneswar YouTuber Rahul Maharana's Murder Allegedly Pre-Planned, Says Wife | Kalinga TV

ଶିକ୍ଷାକୁ ବ୍ୟବସାୟ କରି କାୟା ବିସ୍ତାର କରୁଛନ୍ତି ODM ସ୍କୁଲ ମାଲିକ | Satyabrata Minaketan, ODM Public School

ଶିକ୍ଷାକୁ ବ୍ୟବସାୟ କରି କାୟା ବିସ୍ତାର କରୁଛନ୍ତି ODM ସ୍କୁଲ ମାଲିକ | Satyabrata Minaketan, ODM Public School

War Update | ଆମେରିକାକୁ ଏୟାରବେସ ବ୍ୟବହାର ପାଇଁ ମନା କଲା ସ୍ପେନ, ନିରାଶ ହୋଇ ଫେରିଲେ ୧୫ ଯୁଦ୍ଧ ବିମାନ

War Update | ଆମେରିକାକୁ ଏୟାରବେସ ବ୍ୟବହାର ପାଇଁ ମନା କଲା ସ୍ପେନ, ନିରାଶ ହୋଇ ଫେରିଲେ ୧୫ ଯୁଦ୍ଧ ବିମାନ

ୟୁଟ୍ୟୁବରଙ୍କୁ ହତ୍ୟା,ସାମ୍ନାକୁ ଆସିଲା ସାଙ୍ଘାତିକ ସତ, ଏଥିପାଇଁ ରାହୁଲଙ୍କ ଜୀବନ ନେଇଗଲେ | Youtuber Murder Case

ୟୁଟ୍ୟୁବରଙ୍କୁ ହତ୍ୟା,ସାମ୍ନାକୁ ଆସିଲା ସାଙ୍ଘାତିକ ସତ, ଏଥିପାଇଁ ରାହୁଲଙ୍କ ଜୀବନ ନେଇଗଲେ | Youtuber Murder Case

ଉଚ୍ଚ ଶିକ୍ଷାମନ୍ତ୍ରୀ କଣ ଜାଣିଛି ? ଏ ସରକାର ଯେବେଠୁ ଆସିଛି ଖାଲି ଭଙ୍ଗା ଭଙ୍ଗି | Utkal University |Odisha News

ଉଚ୍ଚ ଶିକ୍ଷାମନ୍ତ୍ରୀ କଣ ଜାଣିଛି ? ଏ ସରକାର ଯେବେଠୁ ଆସିଛି ଖାଲି ଭଙ୍ଗା ଭଙ୍ଗି | Utkal University |Odisha News

БЕТОННЫЕ КОРАБЛИ 20 ВЕКА. Секрет кораблей из камня, которые строили в Первую мировую

БЕТОННЫЕ КОРАБЛИ 20 ВЕКА. Секрет кораблей из камня, которые строили в Первую мировую

ଉତ୍ତରପ୍ରଦେଶ ରୁ ଆସି , ମୋ ଭିଣୋଇ ରାହୁଲ୍ ଙ୍କୁ ମାରିଦେଲେ ! Rahul's relatives reaction on Murder Case, Bbsr

ଉତ୍ତରପ୍ରଦେଶ ରୁ ଆସି , ମୋ ଭିଣୋଇ ରାହୁଲ୍ ଙ୍କୁ ମାରିଦେଲେ ! Rahul's relatives reaction on Murder Case, Bbsr

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]