ଆସନ୍ତା ମାର୍ଚ୍ଚ ୨୦ ତାରିଖରୁ ୪୮ ଘଣ୍ଟିଆ ବାମନଘାଟୀ ବନ୍ଦ; ଦେଖନ୍ତୁ ପୁରା ଖବର || Rairangpur News Update
Автор: Rairangpur News Update
Загружено: 2026-03-19
Просмотров: 5257
Описание: ଗତ 12 ମାର୍ଚ୍ଚ ତାରିଖରେ ମୟୂରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ଅଞ୍ଚଳରେ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକ ଜଣେ ଆଦିବାସୀ ନାବାଳିକାକୁ ଅସଦାଚାରଣ ଅଭିଯୋଗ ରେ ପୀଡ଼ିତାଙ୍କ ଗ୍ରାମବାସୀ ବହଳଦା ଥାନା ଅନ୍ତର୍ଗତ ମୁର୍ମୁ ଛୋକ ଠାରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ l ତେବେ ସେହି ସମୟରେ ଧାରଣା ଦେଇଥିବା ଲୋକଙ୍କୁ ପୋଲିସ ପକ୍ଷରୁ ଲାଠି ଚାର୍ଜ ହୋଇଥିଲା ଏବଂ ଉତ୍ୟକ୍ତ ଲୋକେ ମଧ୍ୟ ପୋଲିସ ଉପରକୁ ମାଡ ମାରିଥିଲେ ଯାହାଫଳରେ 13 ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ |ପରେ ପୋଲିସ 34 ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ତାଙ୍କୁ ନିର୍ଦଶରେ ଖୋଲାସ କରାଯିବା ଦାବିରେ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ଦୁଇ ଦିନ ଗଣଧାରଣାରେ ବସିଥିଲେ | ସେଥିରେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ମଞ୍ଚ ପକ୍ଷରୁ 48 ଘଣ୍ଟାର ଚେତାବନୀ ଦେଇ ଗଣଧାରଣାରୁ ଓହରିଥିଲେ | ତେବେ ଆଜି ଆଦିବାସୀ ଏକତା ମଞ୍ଚ ଏବଂ ସର୍ବଦଳୀୟ ସମ୍ମତି କ୍ରମେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗିରଫ ମହିଳା ଓ ପୁରୁଷ ମାନଙ୍କୁ ନିର୍ଦ୍ଦେଶରେ ଖୋଲାସ କରିବା ଦାବିରେ ଆଗାମୀ 20 ତାରିଖ ସକାଳ 6 ଘଟିକା ଠାରୁ 22 ମାର୍ଚ୍ଚ ସକାଳ 6 ଘଟିକା ପର୍ଯ୍ୟନ୍ତ ବାମନଘାଟୀ ଉପଖଣ୍ଡ ବନ୍ଦ ଡାକରା ଦେଇଛନ୍ତି |
Повторяем попытку...
Доступные форматы для скачивания:
Скачать видео
-
Информация по загрузке: