ବ୍ରାହ୍ମଣୀରୁ ମିଳିଲା ଗଣ୍ଡି ବିହୀନ ମୃତଦେହ,ଶୁଚିସ୍ମିତାଙ୍କୁ ଖାଇଯାଇଛି ମଣିଷଖିଆ କୁମ୍ଭୀର!death case,kendrapada
Автор: Pratidin TV
Загружено: 2026-08-04
Просмотров: 11225
Описание:
ବ୍ରାହ୍ମଣୀରୁ ମିଳିଲା ଗଣ୍ଡି ବିହୀନ ମୃତଦେହ,ଶୁଚିସ୍ମିତାଙ୍କୁ ଖାଇଯାଇଛି ମଣିଷଖିଆ କୁମ୍ଭୀର!ଗତ କାଲି ପ୍ରାପ୍ତ କାଳରୁ ପଟ୍ଟାମୁଣ୍ଡାଇ ଅଳପୁଆ ପଞ୍ଚାୟତ ଦାମୋଦର ପାଟଣା ଗାଁର ଶୁଚିସ୍ମିତା ଦାସ ନିଜ ବାଡ଼ି ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରେ ଶୌଚ ହେବାପାଇଁ ଯାଇଥିବା ସମୟରେ ତାଙ୍କୁ କୁମ୍ଭୀର ଟାଣି ନେଇଯାଇଥିଲା ପରେ ପରେ ଦିନ ତମାମ ନଦୀରେ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ ହୋଇଥିଲେବି ଶୁଚିସ୍ମିତା ଙ୍କ କୌଣସି ସନ୍ଦାନ ମିଳି ନଥିଲା ତେବେ ଏସଜି ସକାଳୁ ପୁର୍ନବାଇ ଆରମ୍ଭ ହୋଇଥିବା ସର୍ଚ ଅପରେସନ ତେବେ ଦିନ 11ଟା 45 ମିନିଟ ସମୟରେ ସର୍ଚ୍ଚ ଅପରେସନ ଟିମଙ୍କ ଦୃଷ୍ଟିକୁ ଆସିଥିଲା ଶୁଚିସ୍ମିତାଙ୍କ ଶବ !death case,kendrapada
#deathcase #kendrapada #odisha #pratidintv #crocodile #attack #WomenDeath
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: