ଦେଓମାଳି - ଓଡ଼ିଶା ର ସବୁଠୁ ଉଚ୍ଚ ପର୍ବତ କୁ ପହଞ୍ଚିଗଲି l Highest peak of odisha l koraput l odisha
Автор: ୟଶଲୋକ odia vlogs
Загружено: 2026-02-01
Просмотров: 209
Описание:
କୋଟି ଆ ରେ ଗୋଟିଏ ଦିନ ବୁଲି ସରିଲା ପରେ
ତା ପରଦିନ ସକାଳେ ମୁଁ lift ମାଗିକି deomali ଗଲି
ଆନ୍ଧ୍ରପ୍ରଦେଶ ରୁ john ଭାଇ ଙ୍କ ସହ ଭେଟ ହେଲା
ତାଙ୍କ ସହିତ ଦେଓମାଳି ବୁଲିବା ପରେ ଆମେ ଗଲୁ rathibali waterfall
ଦେଖିବା ପାଇଁ , ତାପରେ ସେ ମୋତେ କୋଟିଆ ରେ ଛାଡ଼ିଦେଲେ l
ସତରେ ଗୋଟିଏ ଦିନ ର adventure ଏମିତି ଥିଲା ,
ଯାହାକି ସବୁଦିନ ପାଇଁ ମନରେ ରହିଯିବ l
#odiavlogs #deomali #koraput #Rathibali waterfall
Повторяем попытку...
Доступные форматы для скачивания:
Скачать видео
-
Информация по загрузке: