ପୋଡୁ଼ଆ ମାଘ ମଣ୍ଡେଇ ଦେବି ଦେବତାଙ୍କର ମାଘ ମଣ୍ଡେଇ Raigarh block Padua magh Mandi Odisha
Автор: PCN blog
Загружено: 2026-02-01
Просмотров: 2011
Описание:
ମଣ୍ଡେଇ ଦେବି ଦେବତାଙ୍କର ମାଘ ମଣ୍ଡେଇ Raigarh block Padua magh Mandi Odisha #pcn_blog
ପୋଡୁ଼ଆ ପାରମ୍ପରିକ ମାଘମଣ୍ଡେଇ ପାଳିତ #pcn_blog
ରାଇଘର ବ୍ଲକ ପୋଡୁ଼ଆ ଗ୍ରାମ ପବିତ୍ର ପାରମ୍ପରିକ ମାଘ ମଣ୍ଡେଇ ପାଳିତ ହୋଇଯାଇଛି। କାଳୀ କଙ୍କାଳୁଣୀ ମାଁ, ଭଙ୍ଗାରାମ ଓ ଭୀମ ଭୀମସେନ ମାଁ ପେଣ୍ଡାରାଣୀ ବୁଡ଼ା ଦେଓ ସମେତ ଗାଁ ର ସମସ୍ତ ଦେବାଦେବୀ ଙ୍କୁ ପାରମ୍ପରିକ ନୈବେଦ୍ୟ ଅର୍ପଣ କରି ଦେବାଦେବଙ୍କ ଲାଠି, କୁରୁଚି ଏବଂ ବିମାନ ସହ ଗଣ୍ୟମାନ୍ୟ ବ୍ୟକ୍ତି ପାରମ୍ପରିକ ଗଣ୍ଡା ବାଦ୍ୟର ଯାତ୍ରା ପରିକ୍ରମା କରିଥିଲେ । ପୂଜାରୀ ମାନସାୟ ଗଣ୍ଡଙ୍କ ପୂଜାର୍ଚ୍ଚନାର ଦାୟି ସମ୍ପତ୍ତ କରିଥିଲେ #pcn_blog
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପୋଡୁ଼ଆ ମାଘ ମଣ୍ଡେଇ ପାଳନ
ଭର ପୁର ଦେବା ଦେବୀଙ୍କ ଲାଠି ପାଲିଙ୍କି ବିମାନ ଆସି ବଜାର ପରିକ୍ରମା କରିଥିଲେ ଦେଖନ୍ତୁ ଭିଡିଓ ଟି PCN blog YouTube channel Video
@DesiaNatguru
@PCNblog
#pcn_blog
Повторяем попытку...
Доступные форматы для скачивания:
Скачать видео
-
Информация по загрузке: