ଥାନା ଆଗରେ ଶବ ରଖି ଘେରିଗଲେ | Odisha Reporter
Автор: Odisha Reporter
Загружено: 2026-02-19
Просмотров: 5083
Описание:
କଟକରେ ଗତକାଲି ଯୁବକକୁ ଗୁଳିକରି ହତ୍ୟା ଘଟଣାରେ କଟକ ମଧୁପାଟଣା ଥାନା ଆଗରେ ସ୍ଥାନୀୟ ଲୋକଙ୍କ ବିରୋଧ । ଥାନା ଆଗରେ ମୃତଦେହ ରଖି ନ୍ୟାୟ ଦାବିକଲେ ପରିବାର ଲୋକେ ଓ ସ୍ଥାନୀୟ ଲୋକେ। ଗତକାଲି ନୁଆପଡା ପ୍ରେସ କଲୋନୀରେ ସୌମ୍ୟରଞ୍ଜନ ଜେନାଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ନ୍ୟାୟ ଦାବିରେ ଥାନାରେ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #Cuttack #youthshotdead #madhupatnapolice #JusticeDemand
Повторяем попытку...
Доступные форматы для скачивания:
Скачать видео
-
Информация по загрузке: