ଭାବ ବନ୍ଧନ | ମୃତ୍ୟୁ ପରେ ଦୁନିଆ କେମିତି? | ମଲା ପରେ ଆତ୍ମା କଣ କରେ?
Автор: Bhaba Bandhana
Загружено: 2026-02-28
Просмотров: 2207
Описание:
ମଣିଷର ମୃତ୍ୟୁ ପରେ ପ୍ରକୃତରେ କ’ଣ ହୁଏ? ଆତ୍ମା କୁଆଡ଼େ ଯାଏ? ଏହି ଭଳି ଅନେକ ରହସ୍ୟମୟ ପ୍ରଶ୍ନ ଆମ ମନକୁ ଆନ୍ଦୋଳିତ କରିଥାଏ। ଆଜିର ଏହି ଭିଡିଓରେ ଆମେ ସ୍ୱାମୀଜୀଙ୍କ ସହ ଆଲୋଚନା କରିବା ମୃତ୍ୟୁ ପରର ସେହି ଅଜଣା ଦୁନିଆ ବିଷୟରେ।
ଏହି ଭିଡିଓରେ ଆପଣ ନିମ୍ନଲିଖିତ ପ୍ରଶ୍ନଗୁଡ଼ିକର ଉତ୍ତର ପାଇପାରିବେ:
ମୃତ୍ୟୁ ଲୋକର ଅସ୍ତିତ୍ୱ: ପ୍ରକୃତରେ କ’ଣ ମୃତ୍ୟୁ ଲୋକ ବୋଲି କିଛି ଅଛି? ମଲାପରେ ଆତ୍ମା ସେଠାରେ କ’ଣ କରେ?
କର୍ମଫଳର ବିଚାର: ମଣିଷ ନିଜର ପାପ-ପୁଣ୍ୟର ଫଳ କିପରି ଭୋଗ କରେ?
ସ୍ୱପ୍ନ ଓ ଆତ୍ମା: ଆତ୍ମା ଯଦି ନିର୍ଜୀବ ଅବସ୍ଥାରେ ଥାଏ, ତେବେ ମଲାପରେ ମଣିଷ କାହିଁକି ସ୍ୱପ୍ନରେ ଆସି ଡରାଏ ବା ଦେଖାଦିଏ?
ସ୍ୱର୍ଗ ଓ ନର୍କ: ଏହି ଦୁଇଟି ସ୍ଥାନ ପ୍ରକୃତରେ କେଉଁଠି ଅଛି?
ପଶୁ ଜନ୍ମ ଓ କର୍ମଫଳ: ଯଦି ଜଣେ କୁକୁର ବା ମାଙ୍କଡ଼ ହୋଇ ଜନ୍ମ ହୁଏ, ତେବେ ସେ କର୍ମଫଳ କିପରି ପାଏ?
ମୋକ୍ଷ ଓ ଈଶ୍ୱର: ପୁଣ୍ୟ କାମ କଲେ ଆତ୍ମା କ’ଣ ସତରେ ଈଶ୍ୱରଙ୍କ ସହ ମିଶିଯାଏ?
ସ୍ପିରିଟ କଲ ର ରହସ୍ୟ : ମଲାପରେ ଆତ୍ମା କ’ଣ ସତରେ କଥାବାର୍ତ୍ତା କରେ?
ତାନ୍ତ୍ରିକ ବିଦ୍ୟା: ଗୁଣିଆମାନେ କ’ଣ ସତରେ ଆତ୍ମାକୁ ବୋତଲରେ ବନ୍ଦ କରି ରଖିପାରନ୍ତି?
ମୃତ୍ୟୁ ପରର ଜୀବନ: ଶେଷରେ ସ୍ୱାମୀଜୀ କହିବେ, ମୃତ୍ୟୁ ପରର ଦୁନିଆ ପ୍ରକୃତରେ କେମିତି?
ଆଧ୍ୟାତ୍ମିକ ଜ୍ଞାନ ଏବଂ ଜୀବନର ଗୂଢ଼ ରହସ୍ୟ ଜାଣିବା ପାଇଁ ଏହି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ।
#OdiaSpirituality #DeathMystery #Karma #Rebirth #Swamiji #LifeAfterDeath #OdiaDevotional
Повторяем попытку...
Доступные форматы для скачивания:
Скачать видео
-
Информация по загрузке: