-ଡବଲ ଇଞ୍ଜିନର ଡବଲ ଧୋକା
Автор: Odisha Connect
Загружено: 2026-02-23
Просмотров: 87
Описание:
ମୋର କଣ ଯାଉଛି, ମୁଁ ଆଜି ଗୁଟ୍ଖା ବିକୁଛି..କାଲି ସଫଳ ଵିକିଵି..ନହଲେ ପାନ ବିକିବି | ସବୁ ବନ୍ଦ ହେଲେ ଷ୍ଟେସନାରୀ ଜିନିଷ ଵିକିଵି | ଦୋକାନ ଚଲେଇବି | ମୋର କଣ ହେବ ? ହଇରାଣ ହେବେ ଆପଣ |
ହଁ ପରା, ୨୦୧୩ରେ ଏମିତି ପାନ ଗୁଟ୍ଖା ବନ୍ଦ କରିଥିଲେ, ଜରି ବି ବନ୍ଦ କରିଥିଲେ | ହେଲେ କଣ ହେଲା ? ଦିନ କେଇଟା ପରେ ଯାହାକୁ ତାହା | ଖାଲି ଆମକୁ ଯାହା ମଝିରେ ଶୋଷିବା କଥା | ଏକଥା ଆଜ୍ଞା ଆମେ କହୁନୁ । ଖଟିରେ ଚାଲିଛି ଏମିତି ଆଲୋଚନା | ଖଟି କଥା କିନ୍ତୁ ମଞ୍ଜ କଥା | ଜୋରଦାର ଆଲୋଚନା, ଅକାଟ୍ୟ ଯୁକ୍ତି | ଏ ସରକାରଙ୍କୁ ନେଇ ସାଧାରଣରେ ଏମିତି ଆଲୋଚନା ଚାଲିଛି, ଶୁଣିଲେ ଆପଣଙ୍କ ମୁଣ୍ଡ ବି ଘୁରିଯିବ |#mohancharanmajhi #goverment #odishaconnect #newsupdate #trendingnews #cmo #pmo #modi
Повторяем попытку...
Доступные форматы для скачивания:
Скачать видео
-
Информация по загрузке: