ଅଣ୍ଡା ଦିଆ କୁକୁଡ଼ା ପାଳନ (୧୦୦୦ ଟିକିଆ) ରେ ପ୍ରୋତ୍ସାହନ ଅଭିବୃଦ୍ଧି
Автор: ANIPRENEURS
Загружено: 2024-11-17
Просмотров: 4918
Описание: ଅଣ୍ଡା ଦିଆ କୁକୁଡ଼ା ପାଳନ ନୂଆଁ ଯୋଜନା ନୁହଁ, ତଥାପି ପିଞ୍ଜରା ମାଧ୍ୟମ ରେ ଅଣ୍ଡା ଦିଆ କୁକୁଡ଼ା ପାଳନ କରିବା କ୍ଷୁଦ୍ର ଚାଷୀ ଭାଈ ମାନଙ୍କୁ ଟିକେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି, ସେଥି ପାଇଁ ସରକାର ପିଞ୍ଜରା କିମ୍ବା ଡିପ ଲିଟର ପଦ୍ଧତି ରେ ୧୭୦୦ ବର୍ଗ ଫୁଟ ବିଶିଷ୍ଟ ଘର କରି ରଖିବା ନିମନ୍ତେ ଯୋଜନା ର ଟିକେ ପରିବର୍ତ୍ତନ ଆଣିଛନ୍ତି। ତତ୍ ସଙ୍ଗେ ସଙ୍ଗେ ପ୍ରୋତ୍ସାହନ ରାଶି ମଧ୍ୟ ଅଭିବୃଦ୍ଧି କରିଛନ୍ତି।
Повторяем попытку...
Доступные форматы для скачивания:
Скачать видео
-
Информация по загрузке: