ଆସୁଛି ନୂଆ କାର୍ଡ | A New Card is Coming Like Aadhaar Card | CM Mohan Majhi |Odisha AgriStack ID Card
Автор: News18 Odia
Загружено: 2026-08-10
Просмотров: 3873
Описание:
ଆସୁଛି ନୂଆ କାର୍ଡ | A New Card is Coming Like Aadhaar Card | CM Mohan Majhi |Odisha AgriStack ID Card
ଏଗ୍ରିଷ୍ଟେକ ID ପାଇଁ ଚାଷୀଙ୍କ ପାଖକୁ ଯିବେ ସରକାର ! ସମବାୟ ସଂସ୍ଥାରେ ହେବ ଏଗ୍ରିଷ୍ଟେକ ID । ଯେଉଁ ଚାଷୀ ସମବାୟ ସଂସ୍ଥା ଆସିପାରିବେନି ସେମାନଙ୍କ ପାଖକୁ ଯିବେ ଅଧିକାରୀ । ମନ୍ତ୍ରୀ ସ୍ତରୀୟ ବୈଠକରେ ନିଆଯାଇଛି ଏହି ବଡ଼ ନିଷ୍ପତ୍ତି । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଗ୍ରିଷ୍ଟେକ ID ପାଇଁ ସାହାଯ୍ୟ କରିବେ କୃଷି, ରାଜସ୍ବ ଓ ସମବାୟ ଅଧିକାରୀ । ID ଜେନେରେଟ ହେଲେ ଆଧାରକାର୍ଡ଼ ଭଳି ଚାଷୀଙ୍କୁ ମିଳିବ ଚାଷୀ ପରିଚୟ ପତ୍ର । ଏଣିକି ବିଦେଶରେ ଥିବା ଚାଷୀ VC ମାଧ୍ୟମରେ କରିପାରିବେ ପାଞ୍ଜକରଣ ଏବଂ EYE ସ୍କାନ । ସେହିଭଳି ବିନା ଏଗ୍ରିଷ୍ଟେକ ନମ୍ବରରେ ଧାନ ପଞ୍ଜିକରଣ କରିପାରିବେ ଚାଷୀ । ଧାନ ପଞ୍ଜିକରଣ ପାଇଁ ଏଗ୍ରିଷ୍ଟେକ ଆଇଡି ବାଧ୍ୟତାମୂଳକ ନୁହେଁ । ଆଧାର କାର୍ଡ ଭଳି ଡିଜିଟାଲ କାର୍ଡ ପାଇବେ ଚାଷୀ । ଯାହାଦ୍ବାରା ସମସ୍ତ ସରକାରୀ ସୁବିଧା ପାଇବାରେ ଚାଷୀଙ୍କୁ ଫାଇଦା ମିଳିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି...
The Odisha State Government has announced major relief and operational updates for farmers regarding the generation of AgriStack IDs across the state.
Following a high-level ministerial meeting, Revenue Minister Suresh Pujari and the Cooperation Minister announced that government officials from the Agriculture, Revenue, and Cooperation departments will visit Primary Agricultural Credit Societies (PACS) and go directly to farmers' doorsteps who cannot travel to government offices.
Much like an Aadhaar card, farmers will receive a unique Digital Farmer Identification Card, ensuring seamless access to state government schemes, subsidies, and agricultural benefits. Furthermore, non-resident farmers or those living abroad can complete their registration and eye scans via Video Conferencing (VC). Crucially, the government clarified that AgriStack ID is NOT mandatory for paddy procurement registration, easing concerns for local farmers.
Key Highlights & Ministerial Decisions:
• Doorstep & PACS Registration: Officials to visit farmers unable to travel to societies.
• Multi-Department Support: Agriculture, Revenue, and Cooperation department officials to assist.
• Digital Farmer ID: Farmers to get a digital identification card similar to Aadhaar for government welfare benefits.
• Remote Registration (VC): Farmers staying abroad can complete registration and iris/eye scans via video conferencing.
• Paddy Registration Relief: AgriStack ID is NOT mandatory for registering paddy for procurement.
Watch the complete breakdown of the government's major policy decision for farmers.
Like, Share, and Subscribe for daily agricultural updates, scheme guidelines, and breaking news from Odisha!
#AgriStackID #OdishaFarmers #RevenueMinisterSureshPujari #OdishaGovernment #PaddyRegistration #CooperationDepartment #OdiaNews #BreakingNews #News18Odia #OdiaNews #odishanews #oriyanews #breakingnews #weathernews
News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place.
From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs.
Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond.
--
ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ।
ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ।
ଆମ ଚ୍ୟାନେଲରେ ଆପଣ କ'ଣ ଦେଖିବାକୁ ପାଇବେ?
ସବୁଠୁ ଆଗରେ ବ୍ରେକିଂ ନ୍ୟୁଜ୍ ଏବଂ ଲାଇଭ୍ ଅପଡେଟ୍
ଏକ୍ସକ୍ଲୁସିଭ୍ ରିପୋର୍ଟ ଏବଂ ଟିକିନିଖି ଗ୍ରାଉଣ୍ଡ କଭରେଜ୍
ବରିଷ୍ଠ ବିଶେଷଜ୍ଞଙ୍କ ସଠିକ୍ ବିଶ୍ଳେଷଣ
ଆକର୍ଷଣୀୟ ପ୍ରାଇମ୍-ଟାଇମ୍ ବିତର୍କ (Debates)
ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ସ୍ପେଶାଲ୍ ଇଣ୍ଟରଭ୍ୟୁ
ପଡକାଷ୍ଟ ସହିତ ନ୍ୟୁଜ ଡେସ୍କ ଇଣ୍ଟରଭ୍ୟୁ
ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ।
Follow Every Breaking Story LIVE
🔴 Watch News18 LIVE 24x7: https://youtube.com/live/P03Ozb37nxI
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BJ
Повторяем попытку...
Доступные форматы для скачивания:
Скачать видео
-
Информация по загрузке: