Tume mo jibana sathi.Kharabela Seth.Maheswar Nayak.Singer Maheswar official
Автор: Singer Maheswar official
Загружено: 2022-06-14
Просмотров: 23302
Описание:
ତୁମେ ମୋ ଜୀବନ ସାଥ
ଯେ ଦିନୁ ବରିଛି ତୁମକୁ ସାଥି ଗୋ
ପାହିଗଲା ଦୁଃଖ ରାତି
ତୁମେ ମୋ .......(୦)
ମୋ ଦୁଃଖ ଯାତନା ବେଦନାରେ ଭରା
ଲୁହ ହୋଇଗଲା ଶ୍ରାବଣର ଧାରା
ଦୁଃଖ ହୋଇଗଲା ସୁଖର ଜୁଆର
ଲୁହ ହୋଇଗଲା ମୋତି
ତୁମେ ମୋ..........(୧)
ମୋ କଣ୍ଟକ ପଥେ ପୁଷ୍ପମୟ ତୁମେ
ଅନ୍ଧକାର ରାତ୍ରେ ଧ୍ରୁବତାରା ଯେହ୍ନେ
ତୁମ ବିନା କାଁହୁ ବଞ୍ଚିକି ପାରିବି
ସହିକି ପାରିବ ଛାତି
ତୁମେ ମୋ........(୨)
ତୁଟାଇ ମନରୁ ସକଳ କାମନା
କାମନା ମୋ ହେଉ ତୁମରି ବାସନା
ସପନରେ ତୁମେ ନୀତି ଆସୁଥାଅ
ଇଛା ତୁମ ସଙ୍ଗ ପ୍ରୀତି
ତୁମେ ମୋ ......(୩)
#thakuranukulchandrabhajan #clasicalbhajan #odiabhajan
#satsangbhajan
#Thakuranukulchandrabhajan
#singermaheswarofficial
#singermaheswarnayak
#maheswarNayakbhajan
Повторяем попытку...
Доступные форматы для скачивания:
Скачать видео
-
Информация по загрузке: