ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ରାତ୍ର ୧୧:୧୭ ରେ ଉଠିଲା ପଙ୍କୋଦ୍ଧାର ଏକାଦଶୀ ମହାଦୀପ! ଦର୍ଶନ କଲେ କଟିଯାଏ ଜନ୍ମ ଜନ୍ମାନ୍ତରର ପାପ।Jay Jagannath TV

Автор: JAY JAGANNATH TV

Загружено: 2026-02-13

Просмотров: 5001

Описание: ଜୟ ଜଗନ୍ନାଥ | ପଙ୍କୋଦ୍ଧାର ଏକାଦଶୀ ରାତିର ଅଦ୍ଭୁତଦୃଶ୍ୟ | ରାତ୍ର ୧୧ :୧୭ ରେ ଉଠିଲା ପଙ୍କୋଦ୍ଧାର ଏକାଦଶୀ ମହାଦୀପ | Mahadipa Darshan

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ରାତ୍ର ୧୧:୧୭ ରେ ଉଠିଲା ପଙ୍କୋଦ୍ଧାର ଏକାଦଶୀ ମହାଦୀପ! ଦର୍ଶନ କଲେ କଟିଯାଏ ଜନ୍ମ ଜନ୍ମାନ୍ତରର ପାପ।Jay Jagannath TV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଆଜିର ମା'ବାଟମଙ୍ଗଳା ଦର୍ଶନ (14.02.2026) | ନବଗ୍ରହ କାହିଁକି ହେଲେ ଜଗନ୍ନାଥଙ୍କ 'ନବଶକ୍ତି' ? Jay Jagannath TV

ଆଜିର ମା'ବାଟମଙ୍ଗଳା ଦର୍ଶନ (14.02.2026) | ନବଗ୍ରହ କାହିଁକି ହେଲେ ଜଗନ୍ନାଥଙ୍କ 'ନବଶକ୍ତି' ? Jay Jagannath TV

Public in Bangladesh Hopeful of Better Governance Under Newly Elected Government | Kalinga TV

Public in Bangladesh Hopeful of Better Governance Under Newly Elected Government | Kalinga TV

ମଙ୍ଗଳ ଆଳତୀ ଦର୍ଶନ (14-Feb) | Today's Live Mangala Alati - Puri Jagannath Temple | Jay Jagannath Tv

ମଙ୍ଗଳ ଆଳତୀ ଦର୍ଶନ (14-Feb) | Today's Live Mangala Alati - Puri Jagannath Temple | Jay Jagannath Tv

Израиль | Море Галилейское или озеро Кинерет

Израиль | Море Галилейское или озеро Кинерет

Ajira Rasi Phala - 14 Feb 2026 | ଆଜିର ଭାଗ୍ୟ କେମିତି ରହିବ ? | Today's Horoscope | Sidharth Utsav

Ajira Rasi Phala - 14 Feb 2026 | ଆଜିର ଭାଗ୍ୟ କେମିତି ରହିବ ? | Today's Horoscope | Sidharth Utsav

Vishnu Sahastrnaam Full

Vishnu Sahastrnaam Full

ଭାବ ବନ୍ଧନ | BHABA BANDHANA | ଭାବ ବନ୍ଧନରେ ବନ୍ଧା, ମୋ କଳା ଠାକୁର

ଭାବ ବନ୍ଧନ | BHABA BANDHANA | ଭାବ ବନ୍ଧନରେ ବନ୍ଧା, ମୋ କଳା ଠାକୁର

କାଳିଆ କଲା କନ୍ୟାଦାନ! ଝିଅ ବିବାହ ସମୟରେ ଅର୍ଥ ଅଭାବ ଓ ମହାପ୍ରଭୁଙ୍କ ଅଲୌକିକ ମହିମା | Jay Jagannath TV

କାଳିଆ କଲା କନ୍ୟାଦାନ! ଝିଅ ବିବାହ ସମୟରେ ଅର୍ଥ ଅଭାବ ଓ ମହାପ୍ରଭୁଙ୍କ ଅଲୌକିକ ମହିମା | Jay Jagannath TV

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ

ମାଳିକାର ଅଙ୍କ ଗଣନାରୁ ମିଳିଗଲା ଫାଇନାଲ ଡେଟ୍ I କେବେ "କଳ୍କୀ ପ୍ରକାଶ" ହେବେ ? I କେବେ "କଳିଯୁଗ ଶେଷ" ହେବ ? I

Storm Brews Around Rahul, Membership Under Threat | Nirbhay Gumar Katha

Storm Brews Around Rahul, Membership Under Threat | Nirbhay Gumar Katha

ଆଜି (14-Feb) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୨୮ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ଆଜି (14-Feb) ଦ୍ୱାରଫିଟା ନୀତି ପ୍ରାତଃ ୫ଟା ୨୮ ମିନିଟ୍ ରେ ସମ୍ପନ୍ନ | Today's Dwaraphita | Jay Jagannath Tv

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

ମଣିଷ ଅଳ୍ପ ବୟସରେ ମରେ କାହିଁକି ! | ଶ୍ରୀମଦ୍ ଭାଗବତ ପାରାୟଣ ଓ ପ୍ରବଚନ | ପ୍ରବକ୍ତା-ସତ୍ୟାନନ୍ଦ ଦାସ

7AM Headlines | 14th February 2026 | Odisha TV | OTV

7AM Headlines | 14th February 2026 | Odisha TV | OTV

କିଏ ସେହି ସନ୍ଥ ଯିଏ ନଦୀର ଲୁଣି ପାଣିକୁ ମିଠା ପାଣିରେ ପରିଣତ କରିଥିଲେ ? |  Badalokanka Piladina | EP 11

କିଏ ସେହି ସନ୍ଥ ଯିଏ ନଦୀର ଲୁଣି ପାଣିକୁ ମିଠା ପାଣିରେ ପରିଣତ କରିଥିଲେ ? | Badalokanka Piladina | EP 11

ଏମିତି କାହିଁକି କହିଲେ ରଥଶର୍ମା ?| Exclusive Interview With Pandit Suryanarayan Rathasharma। OR

ଏମିତି କାହିଁକି କହିଲେ ରଥଶର୍ମା ?| Exclusive Interview With Pandit Suryanarayan Rathasharma। OR

ନବକଳେବର I ଶ୍ରୀବିଗ୍ରହ ନିର୍ମାଣ I ବ୍ରହ୍ମ ସଂସ୍ଥାପନ lNavakalevar and transfer of Brahma,Jagannath Temple

ନବକଳେବର I ଶ୍ରୀବିଗ୍ରହ ନିର୍ମାଣ I ବ୍ରହ୍ମ ସଂସ୍ଥାପନ lNavakalevar and transfer of Brahma,Jagannath Temple

Ведическая мантра побеждающая смерть 108 раз | Mahamrityunjaya Mantra

Ведическая мантра побеждающая смерть 108 раз | Mahamrityunjaya Mantra

😵 To przejdzie do HISTORII ŁYŻWIARSTWA | Szajdorow, Kagiyama, Malinin

😵 To przejdzie do HISTORII ŁYŻWIARSTWA | Szajdorow, Kagiyama, Malinin

ଯେତେ ଦୁଃଖ ହେଲେ ବି ମୁଁ ତାକୁ କେବେବି ଛାଡ଼ିନି - ଭକ୍ତଙ୍କ ଅନୁଭୂତି - Bhaktanka Anubhuti | Jay Jagannath TV

ଯେତେ ଦୁଃଖ ହେଲେ ବି ମୁଁ ତାକୁ କେବେବି ଛାଡ଼ିନି - ଭକ୍ତଙ୍କ ଅନୁଭୂତି - Bhaktanka Anubhuti | Jay Jagannath TV

Chutkire Bada Khabar || 14th February 2026 || 7AM Digital Bulletin || Kanak News

Chutkire Bada Khabar || 14th February 2026 || 7AM Digital Bulletin || Kanak News

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]