ଜରାସିଂହା ଗାଁ ପାଞ୍ଚଦୋଳ ଯାତ୍ରା ୨୦୨୬
Автор: Vloger Shiba
Загружено: 2026-03-09
Просмотров: 52
Описание:
ପାଞ୍ଚଦୋଳ ଯାତ୍ରା ଜରାସିଂହା ଗାଁରେ ଏହି ଯାତ୍ରା ବହୁତ ଧୁମଧାମରେ ପାଳନ କରାଯାଏ |
ଗାଁର ରାଧା-କୃଷ୍ଣଙ୍କ ବିଗ୍ରହକୁ ସୁନ୍ଦର ଭାବରେ ସଜାଇ ଦୋଳୀରେ ବସାଯାଏ |
ପାଞ୍ଚଦୋଳ ଯାତ୍ରା ଗାଁର ଏକତା, ଭକ୍ତି ଓ ପରମ୍ପରାର ପ୍ରତୀକ। ଏହି ସମୟରେ ଗାଁର ସମସ୍ତ ଲୋକ ଏକତ୍ର ହୋଇ ଉତ୍ସବ ପାଳନ କରନ୍ତି |
Повторяем попытку...
Доступные форматы для скачивания:
Скачать видео
-
Информация по загрузке: