Day 4 🌾 | ସକାଳେ ଧାନ କାଟିଲୁ, ପୂଜା କଲୁ 🙏 | Village Morning Routine
Автор: Satyajit Mohanta - Official
Загружено: 2026-01-06
Просмотров: 50
Описание:
ଆଜି ହେଉଛି ଆମ Village Life vlog ର Day 3 🌾
ସକାଳେ ସୂର୍ଯ୍ୟ ଉଠିବା ପୂର୍ବରୁ ଧାନ କାଟିବା ଆଗରୁ
ମନ୍ଦିରରେ ପୂଜା କଲୁ 🙏 ଏବଂ ଧାନକୁ ନମସ୍କାର କରି
କାମ ଆରମ୍ଭ କଲୁ।
ଏହି vlog ରେ ଆପଣ ଦେଖିବେ –
• ଧାନ କାଟିବା ପୂର୍ବରୁ ପୂଜା
• Village morning routine
• ଘର, ପରିବାର ଆଉ ସରଳ ଜୀବନ
• Real village culture & emotions
ଏଭଳି village vlog ଭଲଲାଗେ ଥିଲେ
👉 Like କରନ୍ତୁ
👉 Share କରନ୍ତୁ
👉 Channel Subscribe କରିବାକୁ ଭୁଲିବେନି ❤️
🙏 ଧନ୍ୟବାଦ
00:00 – Day 3 ଆରମ୍ଭ
00:40 – ସକାଳ ସମୟ & ପ୍ରସ୍ତୁତି
01:45 – ଧାନ କାଟିବା ଆଲୋଚନା
02:35 – ସୂର୍ଯ୍ୟ ଉଦୟ ପୂର୍ବରୁ ପୂଜା 🙏
03:10 – ଧାନକୁ ନମସ୍କାର 🌾
04:30 – ଧାନ କାଟିବା ଆରମ୍ଭ
06:00 – Village work & routine
08:00 – ମନ୍ଦିର, ପଥ ଆଉ ସଂସ୍କୃତି
12:15 – ମା’ ଆଉ ପରିବାର
13:45 – Day 3 ସମାପ୍ତ
#VillageLife #OdiaVlog #DesiLife #GaonKiZindagi #VillageRoutine #FarmingLife #DhaanKatai #OdiaVillage #DailyVlog #RealLifeVlog
Повторяем попытку...
Доступные форматы для скачивания:
Скачать видео
-
Информация по загрузке: