ରାଜ୍ୟସଭାରେ ୫୯ଜଣ ସଦସ୍ୟଙ୍କୁ ଦିଆଗଲା ବିଦାୟ,ଭାବବିହ୍ଵଳ ହେଲେ ମୋଦି ! Rajya Sabha bid farewell to 59members
Автор: Pratidin TV
Загружено: 2026-03-18
Просмотров: 4256
Описание:
ରାଜ୍ୟସଭାରେ ୫୯ଜଣ ସଦସ୍ୟଙ୍କୁ ଦିଆଗଲା ବିଦାୟ,ଭାବବିହ୍ଵଳ ହେଲେ ମୋଦି ! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ରାଜନୀତିରେ କେବେ ‘ଫୁଲ୍ ଷ୍ଟପ୍’ ନାହିଁ, ସେମାନଙ୍କର ଅଭିଜ୍ଞତା ଓ ଅବଦାନ ସଦା ଦେଶ ପାଇଁ ମୂଲ୍ୟବାନ ରହିବ। ସେ କହିଥିଲେ ଯେ, ଏହି ବିଦାୟ ମୁହୂର୍ତ୍ତ ଭାବନାରେ ଭରିଥାଏ ଏବଂ ସମସ୍ତ ସଦସ୍ୟ ଦଳୀୟ ସୀମା ଉପରେ ଉଠି ଏକ ସାଧାରଣ ଭାବନାରେ ଏକତ୍ରିତ ହୋଇଥାନ୍ତି।Rajya Sabha bid farewell to 59members
#RajyaSabha #bidfarewell #59members #pratidintv #odishanews
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: