ଅବଢା ଅସୁନି.. ଭକ୍ତ ହନ୍ତସନ୍ତ | Odisha Reporter
Автор: Odisha Reporter
Загружено: 2026-02-28
Просмотров: 308
Описание:
ଭୋଗମଣ୍ଡପ ନୀତିରେ ବିଳମ୍ବ। ୩ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ବିଳମ୍ବ। ଆଗାମୀ ୩ ତାରିଖରେ ଚନ୍ଦ୍ରଗ୍ରହଣ ତେଣୁ ଆସନ୍ତା କାଲି ଓ ତା ପରଦିନ ୨ ତାରିଖରେ ଭିତରକାଠ ଦର୍ଶନ ବନ୍ଦ ରହିବ ଯାହାକୁ ନେଇ ଖୁଣ୍ଟିଆ ମେକାପ ଓ ଖୁଣ୍ଟିଆ ଭିତରକାଠ ଦର୍ଶନ ପାଇଁ ଅଡିବସି ନୀତି ବିଳମ୍ବିତ ହୋଇଛି ଫଳରେ ମହାପ୍ରସାଦ ଉଠିପାରୁନି ଏବଂ ବିଳମ୍ବିତ ଯୋଗୁଁ ଭକ୍ତ ହନ୍ତସନ୍ତ। ଆଜି ଗୋବିନ୍ଦ ଦ୍ବାଦଶୀରେ ଭକ୍ତଙ୍କ ଭିଡ ଜମିଛି କିନ୍ତୁ ଭକ୍ତ ପାଇପାରିନାହାନ୍ତି ମହାପ୍ରସାଦ
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#odishareporter #mahaprasad #lordjagannatha #odisha #OdishaReporter
Повторяем попытку...
Доступные форматы для скачивания:
Скачать видео
-
Информация по загрузке: