ଶ୍ୱଶୁର ଘରକୁ ଯାଇଥିଲେ , ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ ! Miscreants loot gold jewellery , Mayurbhanj
Автор: Pratidin TV
Загружено: 2026-01-25
Просмотров: 61
Описание:
ଶ୍ୱଶୁର ଘରକୁ ଯାଇଥିଲେ ଶିକ୍ଷକ,ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ । ଘରେ କେହି ନ ଥିବା ବେଳେ ଦୁର୍ବୃତ୍ତ ପଶି ବୁଲାଇଲେ କଳାକନା। ଲୁଟିନେଲେ ୧୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଅଳଙ୍କାର। ଉଦଳା ଥାନା ୨ ନମ୍ବର ୱାର୍ଡ ର ଶିକ୍ଷକ ତ୍ରିଲୋଚନ ବେହେରା ତାଙ୍କ ଶ୍ୱଶୁର ଘରକୁ ଘର ପ୍ରତିଷ୍ଠା ନିମନ୍ତେ ଯାଇଥିଲେ। ହେଲେ ଆଜି ଆସି ଘରେ ପହଂଚିବା ପରେ ଘର ପଛ ପାଖ ଗେଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ପଶିବା ପରେ ଦୁର୍ବୃତ୍ତ ମାନେ ଘରେ ପଶି ଲୁଟ କରିଥିବା ଜାଣିବାକୁ ପାଇଥିଲେ। ଲୁଟେରାମାନେ ଗଡ଼ରେଜ ଏବଂ କବଡ଼ ଭାଙ୍ଗି ସେଥିରେ ଥିବା ୧୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ସୁନା ଅଳଙ୍କାର ସହିତ ନଗଦ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି। Miscreants loot gold jewellery in Mayurbhanj
#mayurbhanj #loot
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: