ଦାସିଆ ନଡିଆ ସିନା ତତେ ବଢିଆ ରବିନ୍ଦ୍ର ମହାପାତ୍ର ll dasia nadia sina tate badhia ll rabindra mahapatra
Автор: CANVAS ODISHA
Загружено: 2019-07-29
Просмотров: 3640
Описание:
#ଶ୍ରାବଣ_ସୋମବାର #ଶ୍ରୀଶ୍ରୀ_ଲିଙ୍ଗରାଜ_ସାଂସ୍କୃତିକ_ପରିଷଦ_ଭୁବନେଶ୍ବର
Click the 'bell' icon and Subscribe our channel !
#canvasodisha #rabindramohapatra
ଦ୍ୱିତୀୟ ଶ୍ରାବଣ ସୋମବାର ଉପଲକ୍ଷେ ପୁରୁଣା ଭୁବନେଶ୍ୱର ଲିଙ୍ଗରାଜ ଭଜନ ମଣ୍ଡପରେ ଶ୍ରୀ ଶ୍ରୀ ଲିଙ୍ଗରାଜ ସାଂସ୍କୃତିକ ପରିଷଦ ପକ୍ଷରୁ ରବିବାର ସଂନ୍ଧ୍ୟାରେ ଓଡିଶାର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ମାନଙ୍କୁ ନେଇ ଲିଙ୍ଗରାଜ ମନ୍ଦିରକୁ ପାଣିଭାର ନେଇ ଆସୁଥିବା ଅଗଣିତ ଭକ୍ତମାନଙ୍କୁ ଭକ୍ତିଭାବରେ ଭିଜେଇବାପାଇଁ ଏହି ଭଜନ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି । ଏଥିରେ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ, ଶୈଳଭାମା ମହାପାତ୍ର, ଶାନ୍ତିଲତା ବାରିକ ଛୋଟରାୟ, ସୈାରଭ ନାୟକ, ଲତା ଘୋଷ, ଅନୁସୁୟା ନାଥଙ୍କ ସମେତ ସହ ସହ କଣ୍ଠଶିଳ୍ପୀଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା । ଅତିଥି ଭାବରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର, ରାଜେନ୍ଦ୍ର ସମର୍ଥା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର ସମ୍ପାଦକ ସଚିନ ରଥ, ଜଗନ୍ନାଥ ମହାନ୍ତି, ଅଜୟ କୁମାର ମଲିଆ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ୧୨ ଜଣଙ୍କୁ ସୁରପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା ।
Visit our News website
http://www.canvasodisha.com
Follow us on Facebook
/ news.canvasodisha
SUBSCRIBE to Canvas Odisha Channel
/ canvasodisha
Follow us on Twitter
/ canvas_odisha
Follow us on Instagram
/ canvasodisha
Popular Video
Odia Kendara Gita
• Odia Kendara Gita କେନ୍ଦରା ଗୀତ-୧ By Yogi R...
Canvas Odisha is Odisha’s Leading 24x7 news and current affairs WEB channel from Bhubaneswar. Please visit our website http://www.canvasodisha.com/ for latest oppinions and details news coverage, State News, Breaking News, Twin City (Cuttack & Bhubaneswar), Political News, National & International News, Crime News, Cyclone & Most Popular Of Sanita Swara (Power Of Peoples Voice ) & ETC, Picture, Entertainment, Sports, Cricket and Lifestyles.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: