HARIRAJPUR MELANA IN JATANI/ HARIRAJPUR MELANA /Top of odisha melana //
Автор: Odia vloger
Загружено: 2022-03-25
Просмотров: 4682
Описание:
HARIRAJPUR MELANA IN JATANI/ HARIRAJPUR MELANA /Top of odisha melana // #harirajpurmelan #odiavlogs
HARIRAJPUR MELANA IN JATANI/ HARIRAJPUR MELANA /Top of odisha melana // #harirajpurmelan #odiavlogs
viewers thanks for watching our all videos and keep supporting us..if you want see unknown places of odisha then subscribe our channel . like and share also give us your love..we need your support 🙏🙏
in this video you will see odisha's one of biggest panchudola(mela) at harirajpur near jatni,khurda road railway station. if you want to know what is odisha and what is odisha's culture then watch this video.
ହରିରାଜପୁର
ବୁଢାପଡା ଗ୍ରାମ ର ଅଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ଙ୍କୁ ମିଶାଇ 80 ଗୋଟି ଠାକୁରଙ୍କୁ ନେଇ ଏହି ମେଳଣ ଅନୁଷ୍ଠିତ ହୁଏ. ଓଡ଼ିଆ କ୍ୟାଲେଣ୍ଡର ଅନୁସାରେ ଫାଲଗୁନ ଶୁକ୍ଳ ପୂର୍ଣିମା ଠାରୁ ଠିକ୍ 5ଦିନ ପରେ ଅର୍ଥାତ ଚୈତ୍ର କୃଷ୍ଣ ପଞ୍ଚମୀ ଦିନ ଏହି ମେଳଣ ଆରମ୍ଭ ହୁଏ. ଏହି ମେଳଣ ମୁଖ୍ୟତହ ବାଣ ଯାତ୍ରା ପାଇଁ ପ୍ରସିଦ୍ଧିଲାଭ କରିଛି. ଲୋକ କଥା ରହିଛି ଯାହାର ମନସ୍କାମ୍ନା ପ୍ରଭୂ ସୋମନାଥ ପୂର୍ଣ୍ଣ କରନ୍ତି ସେ ନିଜ ସ୍ୱ ଇଛା ରେ ଏଠାରେ ଆସି ବାଣ ଫୁଟାଇ ଥାନ୍ତି. ଅଜବ ଲାଗୁଥିଲେ ବ ଏହା ସତ. ଏହି ମେଳଣ ରେ ପ୍ରତିବର୍ଷ ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମ ହୁଏ.......
.ଆସା କରୁଛୁ ଆପଣଙ୍କୁ ଆମର ଏହି ଭିଡ଼ିଓ ଟି ପସନ୍ଦ ଆସିବ..ଏମିତିକା ଭିଡ଼ିଓ ଦେଖିବାପାଇଁ ଆମ ଚ୍ୟାନେଲକୁ ସବସକ୍ରାଇବ କରନ୍ତୁ ଆଉ ଆମର ଭିଡ଼ିଓ କୁ ଲାଇକ ଶେୟାର କରିବାକୁ କେବବି ଭୁଲିବେନି....
#dsvlogs
#harirajpur
#harirajpurmelana
#jatani
#somanathdev
#panchudola
Повторяем попытку...
Доступные форматы для скачивания:
Скачать видео
-
Информация по загрузке: