ବାଲିଘର ଏ ସଂସାର | BALIGHARA E SANSARA | S JITU | NEW ODIA CHRISTIAN SONG | AMIT BADANAYAK PROMO SONG
Автор: Amit Badanayak
Загружено: 2026-02-14
Просмотров: 7341
Описание:
ବାଲିଘର ଏ ସଂସାର | BALIGHARA E SANSARA | S JITU | NEW ODIA CHRISTIAN SONG | AMIT BADANAYAK | PROMO VIDEO
AB Music Presents A New Odia Christian Devotional Song.Which Is Beautifully Sung By Ollywood Singer S Jitu. Lyrics Penned And Music Composed By Amit Badanayak.Music Arranged By Pintu Das.Pls Do Like Share And Subscribe.
Praise The Lord..... AB MUSIC ତରଫରୁ ସମସ୍ତ ଖ୍ରୀଷ୍ଟୀୟ ଶ୍ରୋତା ବନ୍ଧୁ ମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ମଧୁମୟ ନାମରେ ଆନ୍ତରିକ ନମସ୍କାର | AB MUSIC ଦୀର୍ଘ ବର୍ଷ ଧରି ପ୍ରଭୁ ଯୀଶୁଙ୍କ ମହିମା ଉଦ୍ଦେଶ୍ୟରେ ଖ୍ରୀଷ୍ଟୀୟ ସମାଜକୁ ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ଗୀତ ଭେଟି ଦେଇ ଆସୁଛି.. ତଦ୍ରୁପ ପୁଣିଥରେ ପ୍ରଭୁ ଯୀଶୁଙ୍କ ପ୍ରଶଂସା ଓ ଗୌରବ ନିମନ୍ତେ ଏବଂ ପ୍ରତ୍ୟେକଙ୍କ ଆତ୍ମିକ ଜୀବନର ଅଭିବୃଦ୍ଧି ନିମନ୍ତେ ଅତି ଶୀଘ୍ର ଖ୍ରୀଷ୍ଟୀୟ ସମାଜକୁ ଭେଟି ଦେଉଛୁ "ବାଲିଘର ଏ ସଂସାର"* ଶୀର୍ଷକ ନାମକ ଏକ ଭିନ୍ନ ସ୍ୱାଦର ଖ୍ରୀଷ୍ଟୀୟ ଭକ୍ତି ଗୀତ।
ବାଲିଘର ଏ ସଂସାର ଗୀତକୁ ବହୁତ ଭଲ କରିବାକୁ ଯଥାସମ୍ଭବ ପ୍ରୟାସ କରିଛୁ । ପୂର୍ବ ଗୀତ ଗୁଡ଼ିକୁ ଆପଣ ମାନେ ଯେପରି ଭଲ ପାଇବା ଦେଇଛନ୍ତି ତଦ୍ରୁପ ଆଶା କରୁଛୁ ଆପଣ ମାନଙ୍କୁ ନିଶ୍ଚିତ ରୂପେ ଉକ୍ତ ଗୀତ ମଧ୍ୟ ସ୍ପର୍ଶ କରିବ। ଶୁଣିବାକୁ ଜମାରୁ ଭୁଲିବେ ନାହିଁ।
ବାସ୍ତବରେ ବାଲିଘର ପରି ଏ ସଂସାର ଅଟେ। ଏଇଠି କୌଣସି ବିଷୟ ସ୍ଥାୟୀ ନୁହେଁ ଦିନେ ସବୁ ଛାରଖାର ହେଇଯିବ । ମାୟା ମରୀଚିକା ଭରା ସଂସାର ବିଷୟ ସବୁ ଅନିତ୍ୟ କ୍ଷଣସ୍ଥାୟୀ ମାତ୍ର। କେବଳ ଦୁଇ ଦିନ ପାଇଁ ଏଇଠି ଆମର କାରବାର ଚାଲିଛି । ଏ ଦୁନିଆରେ ନିଜର ବୋଲି କେହି ନାହାନ୍ତି ଅଭିନୟ ସରିଗଲେ ସବୁ ପର ଅଟନ୍ତି। ସୂର୍ଯ୍ୟ ତଳେ ସବୁ ଅସାର ଅଟେ।
ଉକ୍ତ ନୂତନ ଗୀତ ଶୁଣନ୍ତୁ ଏବଂ ପ୍ରଭୁ ଯୀଶୁଙ୍କ ଗୌରବାର୍ଥେ ଅନ୍ୟ ମାନଙ୍କୁ ମଧ୍ୟ Share କରନ୍ତୁ ଏବଂ ଆମର ପରିଶ୍ରମ ଯେପରି ସାର୍ଥକ ହୋଇ ପାରିବ ଏବଂ ପ୍ରଭୁଙ୍କ ଗୌରବ ଉଦ୍ଦେଶ୍ୟରେ ଏବଂ ଲୋକ ମାନଙ୍କର ଆତ୍ମିକ ଜାଗରଣ ନିମନ୍ତେ ଅଧିକରୁ ଅଧିକ ଖ୍ରୀଷ୍ଟୀୟ ଭକ୍ତି ଗୀତ ପ୍ରସ୍ତୁତ କରି ପାରିବୁ ସେଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ।
SONG CREDITS :
Song : BALIGHARA E SANSARA (Promo Video)
Singer : S JITU (Ollywood Singer)
Lyrics : Amit Badanayak
Music Composition : Amit Badanayak
Arrangement & Programming : Pintu Das
Record & Mixing : Yash Studio, Cuttack
Mastering by : Subu Da
Making & Edit : Biswo
Thumbnail Design : Biswo
Special Thanks : Pradyumna Suna
Banner : AB Music
Production : AB Music
WhatsApp & Contact : 8895583382,7978601423
ଅନ୍ୟ ସମସ୍ତ ଲୋକ ପ୍ରିୟ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ।
ଉପହାର (Asima Panda)
• UPAHARA | ଉପହାର | NEW ODIA CHRISTMAS SONG ...
ହେ ପୃଥିବୀବାସୀ (Antara Chakrabarty)
• He Pruthibibasi | ହେ ପୃଥିବୀବାସୀ | New Odia...
ଯୀଶୁ ନାମ ଶ୍ରେଷ୍ଠ ନାମ (Humane Sagar)
• JISUNAMA SRESTHA NAMA | ଯୀଶୁନାମ ଶ୍ରେଷ୍ଠ ନା...
ଜଗତର ଜ୍ୟୋତିଃ (Humane Sagar)
• JAGATARA JYOTI | ଜଗତର ଜ୍ୟୋତିଃ | HUMANE SAG...
ଜୀବନର ଶ୍ୱାସବାୟୁ (Humane Sagar)
• JIBANARA SWASABAYU || ଜୀବନର ଶ୍ୱାସବାୟୁ || H...
ଘଟୁଛି ତାଡ଼ନା (Amit Pani)
• ଘଟୁଛି ତାଡ଼ନା | GHATUCHI TADANA | ତାଡ଼ନା ଉପ...
ଧର୍ମ ବିରୁଦ୍ଧେ ଧର୍ମ ଉଠିବ (Akshay Pal)
• ଧର୍ମ ବିରୁଦ୍ଧେ ଧର୍ମ ଉଠିବ | DHARMA BIRUDHE D...
ସରଗର ଫୁଲ (Shasank Sekhar)
• SARAGARA PHULA || ସରଗର ଫୁଲ || NEW ODIA CHR...
ଅବାଧ୍ୟ ମଣିଷ (Shasank Sekhar)
• ABADHYA MANISHA | ଅବାଧ୍ୟ ମଣିଷ | SHASANK SE...
ଭଲ ପାଏ ଯୀଶୁ ମୁଁ ତୁମକୁ (Ananya Sritam Nanda)
• BHALA PAE JISU MU TUMAKU | ଭଲ ପାଏ ଯୀଶୁ ମୁଁ...
ମାଡ଼ି ଆସୁଛି (Humane Sagar)
• MADI ASUCHI | ମାଡ଼ି ଆସୁଛି | HUMANE SAGAR N...
ଜୀବନ ଦୀପ (Shasank Sekhar)
• JIBANA DIPA || ଜୀବନ ଦୀପ || NEW ODIA CHRIST...
ଅଛି ଦିନେ ମରଣ (Humane Sagar)
• ACHI DINE MARANA || ଅଛି ଦିନେ ମରଣ || NEW O...
ବଡ଼ଦିନର ଅଭିନନ୍ଦନ ( Humane Sagar)
• BADADINARA ABHINANDANA | ବଡ଼ଦିନର ଅଭିନନ୍ଦନ ...
ନରକ ଦଣ୍ଡ (Studio Version)
• NARAKA DANDA | ନରକ ଦଣ୍ଡ | NEW ODIA CHRISTI...
ସଙ୍ଗୀତର ସାତ ସୂରେ (Asima Panda)
• SANGITARA SATA SURE || ସଙ୍ଗୀତର ସାତ ସୂରେ | ...
ରେ ମନ (HUMANE SAGAR)
• RE MANA | ରେ ମନ | HUMANE SAGAR | NEW ODIA ...
ସରଗ ରାଇଜ (SHASANK SEKHAR)
• SARAGA RAIJA | ସରଗ ରାଇଜ | NEW ODIA CHRISTI...
ଅଳପ ଆୟୁଷ (Ananya Sritam Nanda)
• ALAPA AYUSHA || ଅଳପ ଆୟୁଷ || ANANYA SRITAM ...
ଆସିଛି ବଡ଼ଦିନ Asima Panda (Studio Version)
• ASICHI BADADINA | ଆସିଛି ବଡ଼ଦିନ | NEW CHRIS...
ହେ ପ୍ରଭୁ (Full HD Video)
• HE PRABHU || ହେ ପ୍ରଭୁ || HUMANE SAGAR NEW ...
କମ୍ପିଉଠେ ଏ ଧରା ଧାମ (Studio Version)
• KAMPIUTHE | କମ୍ପିଉଠେ | NEW ODIA CHRISTMAS ...
କେତେବେଳେ ଚାଲିଯିବ ଜୀବନ (Full Video)
• KETEBELE CHALIJIBA JEEBANA | କେତେବେଳେ ଚାଲି...
କେତେ କାଳରେ ମନ (Studio Version)
• KETE KALA RE MANA || କେତେ କାଳ ରେ ମନ || AMI...
ଶେଷ ଘଣ୍ଟି ( Full Video)
• SESHA GHANTI || ଶେଷ ଘଣ୍ଟି || HUMANE SAGAR ...
ଯୀଶୁ ମୁଁ ତୁମକୁ ହୃଦେ ରଖିବି (Studio Version)
• JISU MU TUMAKU HRUDE RAKHIBI | ANTARA CHAK...
#baligharaesansara
#baligharaesansarasong
#baligharaesansarachristiansong
#newodiachristiansongs
#sjituchristiansong
#sjituodiachristiansongs
#christiansongs
#odiachristiansongs
#newodiachristiansong
#odiachristiansong
#asimapandasongs
#asimapandachristiansongs
#humanesagarchristiansongs
#odiachristmassong
#amitbadanayakchristiansong
#aseemapanda
#humanesagar
#amitbadanayak
#abmusic
!!* ANTI-PIRACY WARNING *!!
This content is copyright to Amit Badanayak. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.
Повторяем попытку...
Доступные форматы для скачивания:
Скачать видео
-
Информация по загрузке: