ଯୁବକଙ୍କ ହତ୍ୟା ପଛରେ ସମ୍ପୃତ ଥିବା ଅସାମାଜିକ ବ୍ୟକ୍ତି ମାନଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି,
Автор: StqMedia
Загружено: 2026-01-18
Просмотров: 121
Описание:
ବାଲେଶ୍ଵର ଜିଲ୍ଲାରେ ଘଟିଥିବା ଅଭାବନୀୟ ଘଟଣାରେ ନିଜ ଜୀବନ ହେରେଇଥିବା ଯୁବକଙ୍କ ପରିବାର କୁ ଭେଟି ନିଜ ଦୁଃଖ ପ୍ରକାଶ କରିଛନ୍ତି ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଗୁଲ୍ଲମକ୍କୀ ହବିବ, ଯୁବକଙ୍କ ହତ୍ୟା ପଛରେ ସମ୍ପୃତ ଥିବା ଅସାମାଜିକ ବ୍ୟକ୍ତି ମାନଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି, ଘଟଣାର ସ୍ୱଚ୍ଛ ତଦନ୍ତ ଦାବି ସହିତ ଓଡ଼ିଶା ସରକାର ଙ୍କୁ ମୃତ ଯୁବକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।
#StqMedia #MobLynching #Balasore #Murder #BalasoreNews
Повторяем попытку...
Доступные форматы для скачивания:
Скачать видео
-
Информация по загрузке: