ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

କାଦୁଅରେ ପଡ଼ି ଗୋଡ଼ ୩ ଖଣ୍ଡ ହୋଇ ଭାଙ୍ଗିଗଲା,ଅପରେସନ ବି ଫେଲ୍ ମାରିଲା;ଶେଷରେ ଜଗନ୍ନାଥେ କଲେ ଚମତ୍କାର! | JJ TV

Автор: JAY JAGANNATH TV

Загружено: 2026-02-01

Просмотров: 662

Описание: ଜୟ ଜଗନ୍ନାଥ! 🙏
ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ସବୁଠାରୁ ବଡ଼ ବୈଦ୍ୟ। ଯେଉଁଠି ଚିକିତ୍ସା ବିଜ୍ଞାନ ଓ ଡାକ୍ତରୀ ଅପରେସନ ହାର୍ ମାନେ, ସେଠାରେ ଭକ୍ତର ବିଶ୍ୱାସ ଓ ପ୍ରଭୁଙ୍କ କରୁଣା ଅସମ୍ଭବକୁ ସମ୍ଭବ କରିଦିଏ। 'ଜୟ ଜଗନ୍ନାଥ ଟିଭି'ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଭକ୍ତଙ୍କ ଅନୁଭୂତି' (Bhaktanka Anubhuti) ର ଏହି ଅଧ୍ୟାୟରେ ଶୁଣନ୍ତୁ ଏକ ହୃଦୟସ୍ପର୍ଶୀ ସତ୍ୟ କାହାଣୀ।
ଘଟଣା ସଂକ୍ଷେପରେ:
କାଦୁଅରେ ପଡ଼ିଯିବା ପରେ ଗୋଡ଼ଟି ଅତି ଭୟଙ୍କର ଭାବେ ୩ ଖଣ୍ଡ ହୋଇ ଭାଙ୍ଗିଯାଇଥିଲା। ଅନେକ ଯନ୍ତ୍ରଣା ପରେ ଅପରେସନ କରାଗଲା, କିନ୍ତୁ ସ୍ଥିତିରେ କୌଣସି ସୁଧାର ଆସିଲାନାହିଁ। ଯେତେବେଳେ ସବୁ ଆଶା ଭାଙ୍ଗିଗଲା, ସେତେବେଳେ ଭକ୍ତ କିଭଳି କାଳିଆ ସାଆନ୍ତଙ୍କ ଶରଣାପନ୍ନ ହେଲେ ଏବଂ ମହାପ୍ରଭୁ କିଭଳି ଅଲୌକିକ ଭାବେ ତାଙ୍କ ଗୋଡ଼କୁ ସୁସ୍ଥ କଲେ, ସେହି ବିସ୍ମୟକର ଅନୁଭୂତି ଶୁଣନ୍ତୁ ତାଙ୍କ ନିଜ ମୁହଁରୁ।
ଆଜି ୨୦୨୬, ଫେବୃଆରୀ ୧ (ମାଘ ପୂର୍ଣ୍ଣିମା) ର ଏହି ପବିତ୍ର ଅବସରରେ ମହାପ୍ରଭୁଙ୍କ ଏହି ଅପାର କରୁଣାକୁ ଅନୁଭବ କରନ୍ତୁ। ଏହି ଭିଡିଓରେ ଆମେ ଭକ୍ତମାନଙ୍କର ଏଭଳି ଅନେକ ଭିନ୍ନ ଭିନ୍ନ ଏବଂ ଅଲୌକିକ ଅନୁଭୂତି ପରିବେଷଣ କରିଛୁ।
Don't forget to Like, Share and Subscribe to JAY JAGANNATH TV.
#JayJagannathTV #BhaktankaAnubhuti #JagannathMiracle #HealingMiracle #MedicalMiracle #JagannathLila #OdiaDevotional #Odisha #MiracleOfGod #JagannathDham #ChakaDola #FaithInJagannath


"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ସିଧାପ୍ରସାରଣ I ଏହି ଚାନେଲରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧାପ୍ରସାରଣ ଦେଖି ପାରିବେ I

"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନାକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏

#jayjgannathtvlive #namitaagrawal #sidharthtv

Watch "JAY JAGANNATH TV" on DTH:
TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397

Also available on all cable networks.
For More Info please contact - 6372804618

Also, visit our other social media pages :
Facebook: https://bit.ly/3kxvE7A
Instagram: https://bit.ly/3KEpYDF
YouTube: https://bit.ly/3KAQeyD
Twitter: https://bit.ly/38JpX3U

#jayjgannathtvlive #jayjagannathtv #namitaagrawal #sidharthtv #sitaramagrawal #patitapaban_arati #patakalagidarshan #ଜୟଜଗନ୍ନାଥଟିଭି #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
କାଦୁଅରେ ପଡ଼ି ଗୋଡ଼ ୩ ଖଣ୍ଡ ହୋଇ ଭାଙ୍ଗିଗଲା,ଅପରେସନ ବି ଫେଲ୍ ମାରିଲା;ଶେଷରେ ଜଗନ୍ନାଥେ କଲେ ଚମତ୍କାର! | JJ TV

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

୩ଦିନ ୩ରାତି ଲଗାତାର ଗୁଳି ବର୍ଷା, ମୃତ୍ୟୁ ମୁଖରୁ ବଞ୍ଚାଇଲେ ଜଗନ୍ନାଥ! | Bhaktanka Anubhuti | Jay Jagannath TV

୩ଦିନ ୩ରାତି ଲଗାତାର ଗୁଳି ବର୍ଷା, ମୃତ୍ୟୁ ମୁଖରୁ ବଞ୍ଚାଇଲେ ଜଗନ୍ନାଥ! | Bhaktanka Anubhuti | Jay Jagannath TV

LIVE | ଶ୍ରୀଜଗନ୍ନାଥ ଧାମରୁ ପତିତପାବନଙ୍କ ମଙ୍ଗଳ ଆଳତି ଦର୍ଶନ ସିଧାପ୍ରସାରଣ |ShreeJagannath Dham .

LIVE | ଶ୍ରୀଜଗନ୍ନାଥ ଧାମରୁ ପତିତପାବନଙ୍କ ମଙ୍ଗଳ ଆଳତି ଦର୍ଶନ ସିଧାପ୍ରସାରଣ |ShreeJagannath Dham .

🙏 ଜୟ ଜଗନ୍ନାଥ 🙏 ସକାଳୁ ସକାଳୁ ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ 🙏 #jagannathdarshan 2 1 1 1

🙏 ଜୟ ଜଗନ୍ନାଥ 🙏 ସକାଳୁ ସକାଳୁ ମହାପ୍ରଭୁଙ୍କ ଦିବ୍ୟ ଆଳତି ଦର୍ଶନ କରନ୍ତୁ 🙏 #jagannathdarshan 2 1 1 1

ବାୟା କଲା ସ୍କୁଲ ପ୍ରେମ , ଖଣ୍ଡାରେ ହାଣିଲା ପ୍ରେମିକ  | Odisha Reporter

ବାୟା କଲା ସ୍କୁଲ ପ୍ରେମ , ଖଣ୍ଡାରେ ହାଣିଲା ପ୍ରେମିକ | Odisha Reporter

୭ବର୍ଷ ଯାଏଁହେଲାନି ପିଲାଛୁଆ,ମାନସିକ କରି ଡାକିଲି ପ୍ରଭୁଙ୍କୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

୭ବର୍ଷ ଯାଏଁହେଲାନି ପିଲାଛୁଆ,ମାନସିକ କରି ଡାକିଲି ପ୍ରଭୁଙ୍କୁ,ଶୁଣନ୍ତୁ ଭକ୍ତମାନଙ୍କ ଭିନ୍ନଭିନ୍ନ ଅନୁଭୂତି

ଜଗନ୍ନାଥ ହେଉଛନ୍ତି ସବୁଠୁ ବଡ କଳାକାର - ତାଙ୍କଠୁ ଟିକେ କଳା ନେଇକି ମୁଁ କଳାକାର -Bhagia Bharija - Jay Jagannath

ଜଗନ୍ନାଥ ହେଉଛନ୍ତି ସବୁଠୁ ବଡ କଳାକାର - ତାଙ୍କଠୁ ଟିକେ କଳା ନେଇକି ମୁଁ କଳାକାର -Bhagia Bharija - Jay Jagannath

ମାଲିକେ ଓଳିକି ଏଇ ବାଟେ ଯାଅ ସଳଖି 🤣🤣🤣 | Prarthana Prativa Season 2 | Best Clip | Prarthana Life

ମାଲିକେ ଓଳିକି ଏଇ ବାଟେ ଯାଅ ସଳଖି 🤣🤣🤣 | Prarthana Prativa Season 2 | Best Clip | Prarthana Life

କାହିଁକି ପାଳନ ହୁଏ ଅଗ୍ନି ଉତ୍ସବ? Jay Jagannth Tv

କାହିଁକି ପାଳନ ହୁଏ ଅଗ୍ନି ଉତ୍ସବ? Jay Jagannth Tv

ମୀରା ପରିଡାଙ୍କୁ କଡା ଜବାବ ଦେଲେ ଯାତ୍ରା ଅଭିନେତା କାହ୍ନା   Meera Kanha Face To Face

ମୀରା ପରିଡାଙ୍କୁ କଡା ଜବାବ ଦେଲେ ଯାତ୍ରା ଅଭିନେତା କାହ୍ନା Meera Kanha Face To Face

ମହାପ୍ରଭୁଙ୍କୁକଥାଦେଇଥିଲି,ପୁଅ ବୋହୁଙ୍କୁନେଇଆଜିଆସିଲି,ପ୍ରଭୁଙ୍କ କୃପା ଭିକ୍ଷା କଲି,ନମିତା ମ୍ୟାଡମଙ୍କ ହୃଦୟରକଥା..

ମହାପ୍ରଭୁଙ୍କୁକଥାଦେଇଥିଲି,ପୁଅ ବୋହୁଙ୍କୁନେଇଆଜିଆସିଲି,ପ୍ରଭୁଙ୍କ କୃପା ଭିକ୍ଷା କଲି,ନମିତା ମ୍ୟାଡମଙ୍କ ହୃଦୟରକଥା..

Budget 2026 / Odia News Explained

Budget 2026 / Odia News Explained

श्री हनुमान चालीसा 🌺🙏 Shree Hanuman Chalisa Original Video 🙏🌺 Gulshan Kumar Hariharan Full HD

श्री हनुमान चालीसा 🌺🙏 Shree Hanuman Chalisa Original Video 🙏🌺 Gulshan Kumar Hariharan Full HD

ସ୍ୱାମୀଙ୍କ ପାଇଁ କାଳିଆ ସାଜିଲେ ରକ୍ଷାକବଚ! ଭୟଙ୍କର ଦୁର୍ଘଟଣା ଓ ପ୍ରଭୁଙ୍କ ମହିମା | Jay Jagannath TV

ସ୍ୱାମୀଙ୍କ ପାଇଁ କାଳିଆ ସାଜିଲେ ରକ୍ଷାକବଚ! ଭୟଙ୍କର ଦୁର୍ଘଟଣା ଓ ପ୍ରଭୁଙ୍କ ମହିମା | Jay Jagannath TV

ମାଘ ପୂର୍ଣ୍ଣିମାରେ ପତକାଲାଗି ଦର୍ଶନ କଲେ ସୌଭାଗ୍ୟ ମିଳେ(1-Fab)PATAKALAGI | JAY JAGANNATH TV

ମାଘ ପୂର୍ଣ୍ଣିମାରେ ପତକାଲାଗି ଦର୍ଶନ କଲେ ସୌଭାଗ୍ୟ ମିଳେ(1-Fab)PATAKALAGI | JAY JAGANNATH TV

Viral Saint Steal The Show In Khandagiri Mela 2026, Bhubaneswar : Watch Viral Saint Reaction

Viral Saint Steal The Show In Khandagiri Mela 2026, Bhubaneswar : Watch Viral Saint Reaction

ଝିଅକୁ ଦୀର୍ଘ ଏକ ମାସ ଧରି ପ୍ରବଳ ଜର, ସବୁ ଡାକ୍ତର ହାର୍ ମାନିଲେ; ଶେଷରେ ପ୍ରଭୁ ଜଗନ୍ନାଥ କଲେ ଚମତ୍କାର!

ଝିଅକୁ ଦୀର୍ଘ ଏକ ମାସ ଧରି ପ୍ରବଳ ଜର, ସବୁ ଡାକ୍ତର ହାର୍ ମାନିଲେ; ଶେଷରେ ପ୍ରଭୁ ଜଗନ୍ନାଥ କଲେ ଚମତ୍କାର!

ପରିଶ୍ରମ କରନ୍ତୁ, ଧୈର୍ଯ୍ୟ ରଖନ୍ତୁ — ମହାପ୍ରଭୁ ନିଶ୍ଚିତ ଫଳ ଦେବେ | Bhaktanka Anubhuti | Jay Jagannath TV

ପରିଶ୍ରମ କରନ୍ତୁ, ଧୈର୍ଯ୍ୟ ରଖନ୍ତୁ — ମହାପ୍ରଭୁ ନିଶ୍ଚିତ ଫଳ ଦେବେ | Bhaktanka Anubhuti | Jay Jagannath TV

Short Film on Deliverance of Jagai and Madhai || Lord Chaitanya and Nityananda ||   #bhakti #iskcon

Short Film on Deliverance of Jagai and Madhai || Lord Chaitanya and Nityananda || #bhakti #iskcon

ଦେଖାହବ ଆର ଜନ୍ମରେ ! | Bhagabat Sandhya - 2 | Baba Satyananda Das Maharaj | Odia Prabachan #o2bhakti

ଦେଖାହବ ଆର ଜନ୍ମରେ ! | Bhagabat Sandhya - 2 | Baba Satyananda Das Maharaj | Odia Prabachan #o2bhakti

ଯେତେ ଦୁଃଖ ହେଲେ ବି ମୁଁ ତାକୁ କେବେବି ଛାଡ଼ିନି - ଭକ୍ତଙ୍କ ଅନୁଭୂତି - Bhaktanka Anubhuti | Jay Jagannath TV

ଯେତେ ଦୁଃଖ ହେଲେ ବି ମୁଁ ତାକୁ କେବେବି ଛାଡ଼ିନି - ଭକ୍ତଙ୍କ ଅନୁଭୂତି - Bhaktanka Anubhuti | Jay Jagannath TV

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]