Ama Gaan Ishwara Behera Jhia - New Odia DJ Song | High Bass EDM Dance Mix 2026
Автор: Surili Dhoom
Загружено: 2026-01-30
Просмотров: 10584
Описание:
Ara Gaan Ishwara Behera Jhia, New Odia DJ Song, Odia EDM Mix
🎧 Get ready to blast your speakers! Enjoy the ultimate High Bass EDM remix of the viral track "Ama Gaan Ishwara Behera Jhia." This Odia DJ song is perfect for your party, procession, and dance playlists.
👇 Video Highlights:
Song: Ama Gaan Ishwara Behera Jhia (Remix)
Genre: Odia EDM / Tapori Mix / High Speed Folk
Vibe: Full Bass Dance & Party
Lyrics:
ଦେଖ ହଲି ହଲି କିଏ ଯାଉଛି
ସତେ ଗୁନ୍ଥୁଣି ହାତୀ
ଦେଖ ମହ ମହ ପୁରା ବାସୁଛି
ଏଇ ସାରା ରାସ୍ତା ଟି
ଦେଖ ହଲି ହଲି କିଏ ଯାଉଛି
ସତେ ଗୁନ୍ଥୁଣି ହାତୀ
ଦେଖ ମହ ମହ ପୁରା ବାସୁଛି
ଏଇ ସାରା ରାସ୍ତା ଟି
କିଏ ସେ ସୁନ୍ଦରୀ ବାଳା
ମୋ ମନ କୁ କରେ ଚହଳ
ଆରେ ବାବା ...
ଇଏ କାହା ଘର ଝିଅ କି
ଇଏ ପରା ଆମ ଈଶ୍ୱର ବେହେରା ଝିଅ
ଆମ ଗାଁ ଈଶ୍ୱର ବେହେରା ଝିଅ ଟି
ବୋଲେ ହୁଁଟି...
କେଡେ ସୁନ୍ଦର ବଦନ ପାଇଛି
ବୋଲେ ହୁଁଟି...
ସତେ ଗୁଆ ଘିଅ ରେ ଗାଧେଇ ପଡ଼ିଛି
ବୋଲେ ହୁଁଟି...
ମା ରାଣ କିସ ଝିଅ ଟା ସିଏ ହେଇଛି
ବୋଲେ ହୁଁଟି...
तेरे लिए दिल हाज़िर, जान भी है हाज़िर
मांगेगा तो चाँद तारा, कर दूंगा हाज़िर
तू मान जा ना यार
तड़पा ना मुझको यार
तेरे लिए जो बोले कर दूंगा हाज़िर
ନହକା ନହକା ଚାଲି ଲୋ ତୋର
ମୋ ଦିଲ୍ କି ରାନୀ
ହଲଉ ଛି ମୋର ଛାତି କୁ
କାଇଁ ପାରୁନୁ ଜାଣି
ହେ ପ୍ରଭୁ ତୁମ ଲୀଳା ଅପାର
ତୁମେ ଏମିତି ବି ଗଢି ପାର
ସବୁଠୁ ନିଆରା ପ୍ରଡକ୍ଟ ତୁମର
ଝିଅ ଈଶ୍ୱର ବେହେରା ର
ଇଏ ବା, ତମେ କଣ କଣ କହି ଯାଉଛ
ଆମ ଗାଁ ଈଶ୍ୱର ବେହେରା ଝିଅ ଟି
ବୋଲେ ହୁଁଟି...
କେଡେ ସୁନ୍ଦର ବଦନ ପାଇଛି
ବୋଲେ ହୁଁଟି...
ସତେ ଗୁଆ ଘିଅ ରେ ଗାଧେଇ ପଡ଼ିଛି
ବୋଲେ ହୁଁଟି...
ମା ରାଣ କିସ ଝିଅ ଟା ସିଏ ହେଇଛି
ବୋଲେ ହୁଁଟି...
दिल दीवाना बिन सजना के माने ना...
तू आ जा एक बार ये दिल पुकारे तू क्यूँ आए ना....
क्यूँ तू आए ना....
If you enjoyed this mix, please Like, Share, and Subscribe for more trending Odia DJ hits! Don't forget to hit the bell icon 🔔 to stay updated.
#Hashtags: #OdiaDJSong #AmaGaanIshwaraBeheraJhia #OdiaEDM #NewOdiaSong #HighBassDJ #OdiaDanceSong #SambalpuriDJ #JatraDJ #OdiaRemix
Повторяем попытку...
Доступные форматы для скачивания:
Скачать видео
-
Информация по загрузке: