ଆମେ ଖାଇବାବାଲା, ବ୍ରାଉନ ସୁଗାର ମାଫିଆଙ୍କୁ ଧର ! Brown Sugar Racket Busted In Bhubaneswar , 3 Arrested
Автор: Pratidin TV
Загружено: 2026-01-03
Просмотров: 20113
Описание:
ଆମେ ଖାଇବାବାଲା, ବ୍ରାଉନ ସୁଗାର ମାଫିଆଙ୍କୁ ଧର ! ରାଜଧାନୀ ରେ ବ୍ରାଉନ ସୁଗାର ଡିଲ୍ ବେଳେ ମାଡି ବସିଲା ଅବକାରୀ ବିଭାଗ। 3 ଜଣ କୁ ଗିରଫ କରିବା ସହ 265 ଗ୍ରାମ ବ୍ରାଉନ ସୁଗାର ଜବତ୍ କରିଛି ଅବକାରୀ ବିଭାଗ। 3 ନିଶା ମାଫିଆ ହେଉଛନ୍ତି ଦେବୀ ପ୍ରସାଦ ଦାସ , ସୁକାନ୍ତ ନାୟକ ଓ ସନ୍ତୋଷ ନାୟକ। ବଡ଼ କଥା ହେଉଛି ଦେବୀ ପ୍ରସାଦ ଦାସ ଜଣେ ଆଇନ୍ ଛାତ୍ର ଥିଲେ। ରାଜଧାନୀର ବିଭିନ୍ନ କଲେଜ୍ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏହି ଧଳା ଜହର ଯାଉଥିଲେ । Brown Sugar Racket Busted In Bhubaneswar, 3 Peddlers Arrested
#bhubaneswarnews #brownsugar
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Повторяем попытку...
Доступные форматы для скачивания:
Скачать видео
-
Информация по загрузке: