indrajita baddha Godipalli | Part-02 |bhudi ma ramanatya sansada godipali | ମହାନ୍ ପୌରାଣିକ ନାଟକ
Автор: AP STUDIO NAYAGARH
Загружено: 2021-08-02
Просмотров: 1384
Описание:
#apstudionayagarh
Hi I am arabinda Welcome to AP STUDIO NAYAGARH my YouTube channel
AP STUDIO NAYAGARH are a great way to capture inspiration and organize your thoughts.You can also try out more quick ways to record things with VIDEOS
Other social Link:-
*www.apstudionayagarh.com
* / @apstudionayagarh
*https://www.facebook.com/profile.php?...
*https://www.instagram.com/
*https://twitter.com/Arabind09781867?s=09
ଗୋଟିଏ ଦେଶର କଳା ସଂସ୍କୃତି ଓ ପରମ୍ପରା ସେ ଦେଶର ଗୌରବ ।
ସେହି କଳା ଯାହା ସୃଷ୍ଟି କରେ ରଙ୍ଗମଞ୍ଚ ରେ ସପ୍ତରଙ୍ଗର ଇନ୍ଦ୍ରଧନୁ ।
ସୃଷ୍ଟି କରେ ଶ୍ରାବଣ ଆକାଶର ନୃତ୍ୟାଙ୍ଗନା ବାଦଲମାଳା, ସୃଷ୍ଟି କରେ ୠତୁରାଜ ବସନ୍ତର ରୂପ ଲାବଣ୍ୟ, ସୃଷ୍ଟି କରେ ମତ୍ତ୍ୟର ଆମରାବତୀ, ଆଉ ସୃଷ୍ଟି କରେ ସ୍ୱର୍ଗର ଅଷ୍ଟ ଅପସରା ରମ୍ଭା ମେନକା ର ମୋହିନୀ ର ଇନ୍ଦଜାଲ।
AP STUDIO NAYAGARH ପରିବାର ତରଫରୁ ସ୍ଵାଗତ, ଏହି ଚ୍ୟନେଲ ସାଂକୃତିକ କାର୍ଯ୍ୟ ଉପରେ ଆଧାରିତ।
ଆମ ସଂସ୍କୃତି ଆମ ପରମ୍ପରା ସହ ହାତ ମିଳାନ୍ତୁ,
ଆମ ସହିତ ଯୋଡ଼ି ରୁହନ୍ତୁ ନୂଆ ନୂଆ ପୌରାଣିକ ନାଟକ ଦେଖନ୍ତୁ, ଆମେ ସେଥିପାଇଁ ଆପଣ ମାନଙ୍କ ପାଇଁ ପ୍ରସ୍ତୁତ,
ଓଡ଼ିଆ ମହାନ ପୌରାଣିକ ନାଟକ ଦେଖନ୍ତୁ ଓ ଆନନ୍ଦ ନିଅନ୍ତୁ,
ଆଶା କରୁଛୁ ଆପଣ ମାନଙ୍କୁ ଭିଡ଼ିଓ ଭଲଲାଗିବ,
ଆପଣ ମାନଙ୍କ ଦିନ ସୁଭମୟ ହେଉ, ଜୟ ଶ୍ରୀରାମ
ଆମ ସହିତ ଯୋଡ଼ି ରୁହନ୍ତୁ, ଯୋଡ଼ି ରହିବା ପାଇଁ
CHANNEL କୁ SUBSCRIBE କରନ୍ତୁ
ଭିଡ଼ିଓ କୁ SHARE କରନ୍ତୁ
LIKE, COMMENT କରିବା ପାଇଁ ଭୁଲନ୍ତୁ ନାହିଁ
ଯୋଗାଯୋଗ ଠିକଣା
AP STUDIO NAYAGARH
Mob no:-8457915581
Повторяем попытку...
Доступные форматы для скачивания:
Скачать видео
-
Информация по загрузке: