ଜାହାଜରେ ଡ୍ୟୁଟି ବେଳେ ନିଖୋଜ । Merchant Navy Cadet Missing Mid-Sea
Автор: KNews Odisha
Загружено: 2026-02-07
Просмотров: 4187
Описание:
#ମଝି_ସମୁଦ୍ରରୁ_ଗାୟବ_ହେଲେ_ସାର୍ଥକ
ମଝି ସମୁଦ୍ରରେ ଗାୟବ ହୋଇ ଯାଇଛନ୍ତି ମର୍ଚଣ୍ଟ ନେଭି କାଡେଟ ସାର୍ଥକ ମହାପାତ୍ର । ରହସ୍ୟମୟ ଭାବେ ନିଖୋଜ ହୋଇଛନ୍ତି ସାର୍ଥକ । ୨ ତାରିଖରେ ମାଆଙ୍କ ସହ ଶେଷ ଥର ପାଇଁ କଲରେ କଥା ହୋଇଥିଲେ ସାର୍ଥକ । ଜାହାଜରେ ଡ୍ୟୁଟି ବେଳେ ସାର୍ଥକ ନିଖୋଜ ହୋଇଛନ୍ତି । ୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ରେ ଆଙ୍ଗଲୋ ଇଷ୍ଟର୍ନ ସିପିଂ କମ୍ପାନୀର ସିପ୍ EA Jerseyରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ । ସେ ଗତ ଫେବୃଆରୀ ୩ ତାରିଖରୁ ନିଖୋଜ ଥବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
Merchant Navy cadet Sarthak Mahapatra has gone missing in the middle of the sea. He has disappeared under mysterious circumstances. Sarthak last spoke to his mother over the phone on the 2nd of the month. He went missing while on duty aboard the ship. The 23-year-old had joined the Anglo-Eastern Shipping Company as a cadet on the vessel EA Jersey in July 2025. According to his family, he has been missing since 3 February, and they have lodged a complaint.
#SarthakMahapatra #MissingAtSea #MerchantNavy #MissingCadet #AngloEastern
#EAJersey #SeafarerSafety #IndianSeafarer #OdishaNews #MaritimeNews #SearchForSarthak #BreakingNews
ଆମକୁ Subcribe କରିବା ପାଇଁ ଏବଂ ୱେବସାଇଟ ଓ ସୋସିଆଲ ମିଡିଆରେ ଫଲୋ କରିବା ପାଇଁ ନିମ୍ନଲିଖିତ ଲିଙ୍କ ଉପରେ କ୍ଲିକ କରନ୍ତୁ
Website: http://www.knewsodisha.com
Mobile App: https://t.ly/NsnzF
Facebook: / knewsodisha
YouTube: / knewsodisha
Twitter: / knewsodia
Instagram: / knewsodisha
#knews #knewsodisha #odisha #odishanews #ajirakhabar #ajiranews
Повторяем попытку...
Доступные форматы для скачивания:
Скачать видео
-
Информация по загрузке: