Nua-O Kalahandi: ଛୁଆଙ୍କୁ ଛ ଟା ପ୍ରଶ୍ନ ପଚରାଲେ କାର୍ତ୍ତିକ... କହେଲେ Very Good ‘କଳାହାଣ୍ଡି’ Fit ‘କଳାହାଣ୍ଡି’
Автор: Paharaa
Загружено: 2024-01-13
Просмотров: 2929
Описание:
ପିଲାକଁର ଭିତରେ ଥିଲା ବନେ ତହଁକ୍ । ହାତ ମିଲଉଥିଲେ, ଫଟୋ ଉଠଉଥିଲେ, ଅଟୋଗ୍ରାଫ ନେଉଥିଲେ । ଆର ଗୁଟେ ଆଡେ ମଚାନନେ ୬ ଟା ପ୍ରଶ୍ନ ପଚରେଇଥିଲେ ଆର ଯେନ ଉତ୍ତର ପାଇଥିଲେ ସେଟା ଶୁନିକିନା କହିଥିଲେ ଭେରି ଗୁଡ କଲାହାଣ୍ଡି, ଫିଟ କଲାହାଣ୍ଡି । ଗୁଟେ ପାଠ ପଢୁଥିବାର ପିଲା ପାଠ ପଢବାର ସାଙ୍ଗେ ଆତ୍ମନିର୍ଭର ହେବା ଜରୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଟିକେ ଅଲଗା । ପାଠ ପଢବାର ସାଙ୍ଗେ ନିଜର ଭିତରରେ ଲୁକି ରହିଥିବା ପ୍ରତିଭାର ଯେନ୍ତା ବିକାଶ ହେବା ସେଥିର ଲାଗି ଛାତ୍ର ସମାଜ ଯତ୍ନବାନ ହେବା କଥା । ମୁଖ୍ୟମନ୍ତ୍ରୀ ‘ନୂଆ ଓ’ କାର୍ଯ୍ୟକ୍ରମ ମାଧ୍ୟମନେ ପ୍ରତିଭାର ବିକାଶକେ ଗୁରୁତ୍ତ୍ୱ ଦେଇଛନ ବୋଲି ୫ଟି ଆର ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ । ଭବାନୀପାଟନା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଲୟ ପଡ଼ିଆରେ ୧୨ ହଜାର ଛାତ୍ରଛାତ୍ରୀଙ୍କୁ ହତଁକ ଭରିଥିଲେ ଶ୍ରୀ ପାଣ୍ଡିଆନ । ପୁଲିସ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ ଉତରିକିନା ସିଧା ବିଶ୍ୱବିଦ୍ୟାଲୟ ପଡ଼ିଆରେ ପହଞ୍ଚିଥିଲେ ।
For more such updates, please Like, Comment, and Share our videos and Subscribe to our YouTube channel.
Contacts:-
Mail- [email protected]
Facebook- / paharaa24x7
YouTube- / paharaa24x7
Instagram- / paharaa24x7
Twitter- / paharaa24x7
WhatsApp- 7205661076
Website- https://www.paharaa.com/
Thanks & Regards
www.Paharaa.com
#Kalahandi #Odisha #KalahandiNews #OdishaNews #SambalpuriNews #NuaO #5T #VKPandian
#Odisha #Paharaa
Повторяем попытку...
Доступные форматы для скачивания:
Скачать видео
-
Информация по загрузке: