ycliper

Популярное

Музыка Кино и Анимация Автомобили Животные Спорт Путешествия Игры Юмор

Интересные видео

2025 Сериалы Трейлеры Новости Как сделать Видеоуроки Diy своими руками

Топ запросов

смотреть а4 schoolboy runaway турецкий сериал смотреть мультфильмы эдисон
Скачать

ଫିଲ୍ମ ଷ୍ଟାଇଲରେ ଦଶହରା ଭସାଣୀ ବେଳେ ଖସିଯାଇଥିଲା, ଉତ୍ତରପ୍ରଦେଶ ମଥୁରା ମଠରୁ ପୁଲିସ୍ ମାଡିବସିଲା.....

Автор: Samaja Live

Загружено: 2026-02-14

Просмотров: 37482

Описание: #Chowdwarjail #Uttarapradesh #Mathura #Vrindaban #samajalive
କଟକ:ଚୌଦ୍ବାର ଜେଲ୍‌ରୁ ଚମ୍ପଟ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣକୁ ଗିରଫ ଘଟଣାରେ ଏକ ବଡ ସୂଚନା ଦେଇଛନ୍ତି କମିଶନରେଟ୍ ପୁଲିସ। କୁଖ୍ୟାତ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ ଗିରଫ କରାଯାଇଛି। ସେଠାରେ ଗେଷ୍ଟ ହାଉସ୍‌ରେ ବାସୁ ପାଣ୍ଡେ ଛଦ୍ମ ନାମରେ କାମ କରୁଥିଲା। ଅକ୍ଟୋବର ୩ ତାରିଖ ରାତିରେ ଦୁଇ ଜଣ କଏଦୀ ଚମ୍ପଟ୍‌ ମାରି ପୁରୀ ପଳାଇଥିଲେ। ତାପର ଦିନ ଉଭୟ ପୁରୀରୁ ଟ୍ରେନ୍‌ ଯୋଗେ ଓଡ଼ିଶା ଛାଡ଼ିବାରେ ସଫଳ ହୋଇଥିଲେ। ଅନ୍ୟତମ ଚମ୍ପଟ୍‌ ଅପରାଧୀ ରାଜା ସାହାଣୀକୁ ଖୋଜାଖୋଜି ଚାଲିଛି। ୬ଟି ଟିମ୍‌ରେ ୨୬ ଜଣ ପୁଲିସ୍‌ ବିଭିନ୍ନ ରାଜ୍ୟରେ ଖୋଜାଖୋଜି କରୁଥିଲେ। ସେମାନଙ୍କୁ ଖସାଇବାରେ କାହାର ପ୍ରମାଣ ମିଳିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚମ୍ପଟ ମାରିଥିବା କଏଦୀ ଜଣକ ମଧୁକାନ୍ତ ରାଣା। ଆଜି କଏଦୀ ଜଣକୁ ଉତ୍ତରପ୍ରଦେଶରୁ ଗିରଫ କରିଛି କମିଶନରେଟ ପୁଲିସ।

କିଛିଦିନ ପୂର୍ବେ ଦୁଇ ବିଚାରାଧୀନ ବନ୍ଦୀ ସୁଉଚ୍ଚ କାନ୍ଥ ଓ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଖସି ପଳାଇବାକୁ ସକ୍ଷମ ହୋଇଥିବା ଘଟଣା ସମ୍ନାକୁ ଆସିଥିଲା । ସେଲ୍‌ର ଲୁହା ରଡ କାଟିବା ପାଇଁ ଏକାଧିକ ନୂଆ ଆରି ବ୍ୟବହାର ହୋଇଥିବା ଏବଂ ଏହାକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଲୁଚା ଯାଇ ରଖାଯାଇଥିବା ସୂଚନା ମିଳିଥିଲା । ସେହିପରି ଲୁହାରଡ଼ କାଟିବା ସମୟରେ ଯେଭଳି ଶବ୍ଦ ନ ହେବ ସେଥିପାଇଁ କୌଣସି ଉନ୍ନତ ଜ୍ଞାନକୌଶଳ ବଦଳରେ ଦରଜ ଉପଶମ ପାଇଁ ବ୍ୟବହାର ହେଉଥିବା ମଲମ ବା ଜେଲ୍‌ ବ୍ୟବହାର କରାଯାଉଥିବା ସ୍ପଷ୍ଟ ହୋଇଛି। ସେହିପରି ଓଜନ କମାଇବା ପାଇଁ କିଛି ଦିନ ପୂର୍ବରୁ ଏମାନେ କମ ପରିମାଣର ଖାଦ୍ୟ ଖାଉଥିବା ବେଳେ ପାଣି ଅଧିକ ପିଉଥିଲେ। ଏପରିକି ଫେରାର ପୂର୍ବ ରାତିସାରା ଆଦୌ ଶୋଇ ନଥିବା ମଧ୍ୟ ସୂଚନା ରହିଥିଲା।
www.samajalive.in (News Portal)
The Samaja’, the synonym of newspapers in Odisha – a mass circulated and widely read Odia daily . Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das, ‘The Samaja’ stands for high standards of accuracy, authenticity and the core value of journalism.

Over the years, it has slowly transformed itself into an institution. In the annals of the post independence era, the role of ‘The Samaja’ has been instrumental in awakening the social values and contributing in the nation building process. Now, it has a readership of around Sixteen lakh having a daily circulation of nearing three lakh fifty thousand and publishing from eight places having live editions as Bhubaneswar, Berhampur, Balasore, Cuttack, Kolkata, Rourkela, Sambalpur and Vizag spreading across three States – Odisha, Andhra Pradesh and West Bengal.

Visit Our Website https://www.samajalive.in/

Android App: https://play.google.com/store/apps/de...

YouTube:   / @samajalive  

Facebook:   / samajalive  

Twitter:   / samajalive  

Instagram:  / thesamaja  

Не удается загрузить Youtube-плеер. Проверьте блокировку Youtube в вашей сети.
Повторяем попытку...
ଫିଲ୍ମ ଷ୍ଟାଇଲରେ ଦଶହରା ଭସାଣୀ ବେଳେ ଖସିଯାଇଥିଲା, ଉତ୍ତରପ୍ରଦେଶ ମଥୁରା ମଠରୁ ପୁଲିସ୍ ମାଡିବସିଲା.....

Поделиться в:

Доступные форматы для скачивания:

Скачать видео

  • Информация по загрузке:

Скачать аудио

Похожие видео

ଚୌଦ୍ୱାର ଜେଲ୍ରୁ ଫେରାର ହେଇ ବୃନ୍ଦାବନରେ ଲୁଚିଥିଲା, ପୋଲିସକୁ ନିଜେ ଆଣିବାକୁ ଯାଇଥିଲା ବାଇକରେ

ଚୌଦ୍ୱାର ଜେଲ୍ରୁ ଫେରାର ହେଇ ବୃନ୍ଦାବନରେ ଲୁଚିଥିଲା, ପୋଲିସକୁ ନିଜେ ଆଣିବାକୁ ଯାଇଥିଲା ବାଇକରେ

Escaped Choudwar Jail Inmate Re-Arrested by Commissionerate Police in Uttar Pradesh | Kalinga TV

Escaped Choudwar Jail Inmate Re-Arrested by Commissionerate Police in Uttar Pradesh | Kalinga TV

ଉଠିଲା ମହାଦୀପ | Maha Shivratri 2026 | Jagara Yatra | Om Namah Shivaya | Lingaraj Temple Odia News

ଉଠିଲା ମହାଦୀପ | Maha Shivratri 2026 | Jagara Yatra | Om Namah Shivaya | Lingaraj Temple Odia News

ଆଇନଠୁ ଆଗରେ ମୋ ପୁଅ | One to One With Actress Kabiita Mishra | PrameyaNews7

ଆଇନଠୁ ଆଗରେ ମୋ ପୁଅ | One to One With Actress Kabiita Mishra | PrameyaNews7

ନକଲି ସୁନାରେ ବ୍ୟାଙ୍କ ଋଣ | Fake Gold Used to Scam Bank in Odisha | Fraudster Arrested by Town Police

ନକଲି ସୁନାରେ ବ୍ୟାଙ୍କ ଋଣ | Fake Gold Used to Scam Bank in Odisha | Fraudster Arrested by Town Police

Notorious Madhukant Arrested After Choudwar Jail Escape, 7-State Chase

Notorious Madhukant Arrested After Choudwar Jail Escape, 7-State Chase

ଚୌଦ୍ୱାର ଜେଲ୍ରୁ ଚମ୍ପଟ ମାରିଥିଲେ ,ଏବେ ବୃନ୍ଦାବନରୁ ଏମିତି  ଗିରଫ ହେଲେ ...

ଚୌଦ୍ୱାର ଜେଲ୍ରୁ ଚମ୍ପଟ ମାରିଥିଲେ ,ଏବେ ବୃନ୍ଦାବନରୁ ଏମିତି ଗିରଫ ହେଲେ ...

ଝିଅ ଯେତେ କାନ୍ଦିଲେ ବି ନିଶାରେ ଥିବା ବାପା ଜମା ଶୁଣି ନଥିଲା ଶେଷରେ ନିଜ ଝିଅ ସହ ଏମିତି କରିଦେଲା l FATHER CASE l

ଝିଅ ଯେତେ କାନ୍ଦିଲେ ବି ନିଶାରେ ଥିବା ବାପା ଜମା ଶୁଣି ନଥିଲା ଶେଷରେ ନିଜ ଝିଅ ସହ ଏମିତି କରିଦେଲା l FATHER CASE l

ମହାଶିବରାତ୍ରିରେ ମହାବିଜୟ | T20 World Cup 2026 LIVE | India Vs Pakistan Match | Odia News

ମହାଶିବରାତ୍ରିରେ ମହାବିଜୟ | T20 World Cup 2026 LIVE | India Vs Pakistan Match | Odia News

ସାର୍ଥକ ନିଖୋଜ ହୋଇଥିବା ଜାହାଜରେ ମା ଓ ମାମୁଁ, ଚାଲିଛି ଯାଞ୍ଚ , ଶୁଙ୍ଘି ଶୁଙ୍ଘି ଖୋଜୁଛି କୁକୁର

ସାର୍ଥକ ନିଖୋଜ ହୋଇଥିବା ଜାହାଜରେ ମା ଓ ମାମୁଁ, ଚାଲିଛି ଯାଞ୍ଚ , ଶୁଙ୍ଘି ଶୁଙ୍ଘି ଖୋଜୁଛି କୁକୁର

Notorious Bihar criminal Madhu Kant Rana arrested after five-month escape from Choudwara Jail

Notorious Bihar criminal Madhu Kant Rana arrested after five-month escape from Choudwara Jail

Mother, Uncle Reach Singapore in Search for Missing Navy Officer Sarthak | Kalinga TV

Mother, Uncle Reach Singapore in Search for Missing Navy Officer Sarthak | Kalinga TV

ଲିଙ୍ଗରାଜ ମନ୍ଦିରର ବଡ଼ ରହସ୍ୟ। PODCAST WITH SEBAYAT RAJKISHORE MAHAPATR। MAHADEV। EKAMRA KHETRA। MYSTERY

ଲିଙ୍ଗରାଜ ମନ୍ଦିରର ବଡ଼ ରହସ୍ୟ। PODCAST WITH SEBAYAT RAJKISHORE MAHAPATR। MAHADEV। EKAMRA KHETRA। MYSTERY

ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ କୌଣସି ସମାଜ ସହିବନି! Niladri Vihar Love triangle Satyabrata Murder.

ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ କୌଣସି ସମାଜ ସହିବନି! Niladri Vihar Love triangle Satyabrata Murder.

ପ୍ରେମ ସମ୍ପର୍କରେ କଣ୍ଟା ସାଜିଲା ଜାତିଭେଦ ! ପ୍ରେମିକଙ୍କୁ ହତ୍ୟା ପୂର୍ବର କଲ ରେକର୍ଡ଼ିଂ ଭାଇରାଲ | PrameyaNews7

ପ୍ରେମ ସମ୍ପର୍କରେ କଣ୍ଟା ସାଜିଲା ଜାତିଭେଦ ! ପ୍ରେମିକଙ୍କୁ ହତ୍ୟା ପୂର୍ବର କଲ ରେକର୍ଡ଼ିଂ ଭାଇରାଲ | PrameyaNews7

ଚୌଦ୍ୱାରରୁ ଫେରାର ମଥୁରାରୁ ଗିରଫ, ୬ ରାଜ୍ୟରେ ଲୁଚି ବୁଲୁଥିଲା, କେମିତି ଧରିଲା ସ୍ପେଶାଲ ଟ୍ୱେଣ୍ଟି ସିକ୍ସ ଅଣ୍ଡର...

ଚୌଦ୍ୱାରରୁ ଫେରାର ମଥୁରାରୁ ଗିରଫ, ୬ ରାଜ୍ୟରେ ଲୁଚି ବୁଲୁଥିଲା, କେମିତି ଧରିଲା ସ୍ପେଶାଲ ଟ୍ୱେଣ୍ଟି ସିକ୍ସ ଅଣ୍ଡର...

Murder Case ରୁ High Court Relief ପର୍ଯ୍ୟନ୍ତ – Ex-MLA Narayan Reddy Exclusive Interview || OR

Murder Case ରୁ High Court Relief ପର୍ଯ୍ୟନ୍ତ – Ex-MLA Narayan Reddy Exclusive Interview || OR

ବୁଝାଇଲେ ବେଦ ବାଚସ୍ପତି ପଣ୍ଡିତ Birendra Kishore Tripathy, କହିଲେ Lingarajଙ୍କ ଚତୁର୍ଦ୍ଦଶୀ ସ୍ୱତନ୍ତ୍ରତା

ବୁଝାଇଲେ ବେଦ ବାଚସ୍ପତି ପଣ୍ଡିତ Birendra Kishore Tripathy, କହିଲେ Lingarajଙ୍କ ଚତୁର୍ଦ୍ଦଶୀ ସ୍ୱତନ୍ତ୍ରତା

୧୭୫ ରନକୁ ପିଛା କରି ୧୧୪ ରନରେ ହାରିଲା ପରେ ପାକିସ୍ତାନ ତଥାପି ଛାଡ଼ୁନି ଫୁଟାଣି....

୧୭୫ ରନକୁ ପିଛା କରି ୧୧୪ ରନରେ ହାରିଲା ପରେ ପାକିସ୍ତାନ ତଥାପି ଛାଡ଼ୁନି ଫୁଟାଣି....

Notorious Escapee Madhukant Rana Arrested from Uttar Pradesh After Fleeing Choudwar Jail

Notorious Escapee Madhukant Rana Arrested from Uttar Pradesh After Fleeing Choudwar Jail

© 2025 ycliper. Все права защищены.



  • Контакты
  • О нас
  • Политика конфиденциальности



Контакты для правообладателей: [email protected]