Live: ବିଜେଡି ହୋଇଥାନ୍ତା ହାଇଜାକ । BJD News | Bijoy Mohapatra | Odia News | Rift in BJD | Odia News
Автор: News18 Odia
Загружено: 2026-01-16
Просмотров: 9891
Описание:
Live: ବିଜେଡି ହୋଇଥାନ୍ତା ହାଇଜାକ । BJD News | Bijoy Mohapatra | Odia News | Rift in BJD | Odia News
ବିଜେଡିରୁ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କୁ ନିଲମ୍ବନ କରାଯିବା ପଛରେ ଏକ ବଡ଼ ଖୁଲାସା ହୋଇଛି । ନ୍ୟୁଜ୧୮ ଓଡ଼ିଆର ଡିବେଟରେ ଭାଗ ନେଇ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏହି ଖୁଲାସା କରିଛନ୍ତି । ଲେନିନ କହିଛନ୍ତି, ବିଜେଡି ପଛରେ ଗୋଟିଏ ଏଭଳି ଷଡ଼ଯନ୍ତ୍ର ଚାଲିଥିଲା ଯେଉଁଥିରେ ସଂପୃକ୍ତ ଥିଲେ ବିଜୟ ମହାପାତ୍ର ଓ ସନାତନ ମହାକୁଡ଼ । ଆଉ ସେଇ ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରାଉଥିଲେ ବିଜୟଙ୍କ ପୁଅ ଅରିବିନ୍ଦ ମହାପାତ୍ର । ତେଣୁ ଦଳରେ ଥାଇ ଦଳବିରୋଧୀ କାର୍ଯ୍ୟ କରୁଥିବା ନେତାଙ୍କୁ ବିଜେଡି ଆଦୌ ବରଦାସ୍ତ କଲା ନାହିଁ ବୋଲି ଲେନିନ ସ୍ପଷ୍ଟ କରିଛନ୍ତି ।
A major political twist hits Odisha after the suspension of Aravinda Mohapatra and Sanatan Mahakud from the BJD.
During a News18 Odia debate, BJD spokesperson Lenin Mohanty made a big revelation, claiming a conspiracy was being planned against the BJD. According to Lenin, Bijoy Mohapatra and Sanatan Mahakud were involved in the plot, while Bijoy’s son Aravinda Mohapatra was executing it from within the party.
Lenin clarified that the BJD will not tolerate anti‑party activities, and this is why both MLAs were suspended.
Watch the full breakdown of the political drama and what this means for Odisha politics.
#BJD #AravindaMohapatra #SanatanMahakud #LeninMohanty #OdishaPolitics #BreakingNews #PoliticalUpdate #BijoyMohapatra #BJDAction #OdishaNews #odianews #news18odia
Повторяем попытку...
Доступные форматы для скачивания:
Скачать видео
-
Информация по загрузке: