କେଉଁ ଦିନ ପାଳିବେ ମକର ସଂକ୍ରାନ୍ତି ? | Makar Sankranti 2026 Date Dispute | Harisankar Mishra | Puri
Автор: Prameya News7
Загружено: 2026-01-13
Просмотров: 6460
Описание:
ମକର ସଂକ୍ରାନ୍ତିକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ କୌଣସି ଦ୍ଵନ୍ଦ ନାହିଁ। ଏହା ସ୍ପଷ୍ଟ କରିଛନ୍ତି ପାଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର। ଦୃକ ସିଦ୍ଧ ଗଣନା ଅନୁଯାୟୀ ଅପରାହ୍ନ ୩ଟା ପରେ ସୂର୍ଯ୍ୟ ଧନୁ ରାଶି ଛାଡ଼ି ମକର ରାଶିରେ ପ୍ରବେଶ କରୁଥିବାରୁ ଏହି ସମୟ ପୁଣ୍ୟକାଳ। ଏହି ପୁଣ୍ୟକାଳ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ରହିବ। ଏହି ସମୟରେ ଲୋକ ମାନେ ହୋମ, ଯଜ୍ଞ ଓ ଶୁଭ କାର୍ଯ୍ୟ କରିପାରିବେ। ପାରମ୍ପରିକ ଗଣନାରେ ରାତ୍ର ୧୦ଟା ପରେ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରୁଥିବାରୁ କୌଣସି ପୁଣ୍ୟ କାର୍ଯ୍ୟ ରାତ୍ରରେ କରାଯାଇପାରିବ ନାହିଁ। ତେଣୁ ସୂର୍ଯ୍ୟ ଉଦୟ ଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପୁଣ୍ୟ ତିଥି ରହିଛି ବୋଲି କହିଛନ୍ତି ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି
#makarsankaranti #datedispute #puri #prameyanews7 #harisankarmishra #panjireviewer
Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond.
For Latest News Follow us on:
Website: http://www.prameyanews7.com/
YouTube: / prameyanews7odia
Twitter: / news7odia
Facebook: / news7odia
Instagram: / prameyanews7
Podcast:
• News7 Podcast
Playlists :-
Doctor's Pathshala: • Doctor's Pathshala
ରୋଜଗାର: • ROJAGAR | ରୋଜଗାର | News7 Odia
Maganna Oligi: • Maganna Oligi
ଆରୋଗ୍ୟମ: • Arogyam
ବଜାର News: • ବଜାର News | Bazar News
ବିଜନେସ ବିଶେଷ: • ବିଜନେସ ବିଶେଷ | Business Bisesh
Biswas Abiswas Andhabiswas: • Biswas Abiswas Andhabiswas
Face To Face: • Face To Face
Ebe Bi Rahasya: • Ebe Bi Rahasya
Explore Odisha Season 3: • Explore Odisha Season 3
Breakfast Odisha: • Breakfast Odisha News7
Digital Special Stories: • Digital Special Stories
#PrameyaNews7 #News7 #OdishaNews
Повторяем попытку...
Доступные форматы для скачивания:
Скачать видео
-
Информация по загрузке: