ସିକନ୍ଦର ଘରୁ କଣ ମିଳିଲା ? | Odisha Reporter
Автор: Odisha Reporter
Загружено: 2025-11-20
Просмотров: 14838
Описание:
#ସିକନ୍ଦର_ଘରୁ_କଣ_ମିଳିଲା ?
ଜଗତସିଂହପୁର ଜିଲ୍ଲା ସଦର ଥାନା ବେହେରାମପୁର ବସ୍ତିରେ ବାଂଲାଦେଶୀଙ୍କୁ ଭଡ଼ା ଘରେ ରଖିବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମର ଧନିପୁର ବସ୍ତିରେ ଥିବା ଘର ଉପରେ ପୋଲିସ ଆଜି ଚଢ଼ାଉ କରିଛି । ଆଡ଼ିସନାଲ ଏସପି ଓ ଏସଡିପିଓଙ୍କ ସହ 2 ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଛଡାଉ କରାଯାଇ ଏକ ବାଇକ ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଲିସ ଜବତ କରିଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #OdishaReporter #jagatsinghpur #bangladeshiissue #policeraid
Повторяем попытку...
Доступные форматы для скачивания:
Скачать видео
-
Информация по загрузке: