ଆଳୁ ଟମାଟୋ ବାଟି ବସା ଘରୋଇ ଷ୍ଟାଇଲ୍ ସହଜ ଓ ସ୍ୱାଦିଷ୍ଟ ରେସିପି | Aloo Tomato Curry recipe TadkabyReena
Автор: TadkabyReena
Загружено: 2026-02-22
Просмотров: 5
Описание:
Description (ଡେସ୍କ୍ରିପ୍ସନ୍):
ଆଜି ଆମେ ବନାଇବୁ ସହଜ ଓ ସ୍ୱାଦିଷ୍ଟ ଆଳୁ ଟମାଟୋ ବାଟି ବସା ତରକାରୀ। ଘରେ ଥିବା ସାଧାରଣ ସାମଗ୍ରୀରେ ଖୁବ ତୁରନ୍ତ ବନିଯାଉଥିବା ଏହି ତରକାରୀ ଭାତ, ରୋଟି କିମ୍ବା ପୁରୀ ସହିତ ଖାଇବାକୁ ବହୁତ ମଜା ଲାଗେ।
ଏହି ଭିଡିଓରେ ଆପଣ ଶିଖିବେ —
✅ ଆଳୁ ଟମାଟୋ ତରକାରୀ ବନାଇବାର ସହଜ ପ୍ରଣାଳୀ
✅ ଘରୋଇ ଷ୍ଟାଇଲ୍ ଟେଷ୍ଟି ରେସିପି
✅ ନୂତନ ରାନ୍ଧଣା ଟିପ୍ସ
ଭିଡିଓଟି ଭଲଲାଗିଲେ 👍 Like, Share ଓ Channel TadkabyReena କୁ Subscribe କରନ୍ତୁ।
#AluTomato #OdiaRecipe #TadkabyReena #HomeCooking #OdiaRanna
Повторяем попытку...
Доступные форматы для скачивания:
Скачать видео
-
Информация по загрузке: