Former Union Minister Chandrasekhar Sahu Reveals Untold Political Secrets |
Автор: News with Asit
Загружено: 2026-06-01
Просмотров: 43924
Описание:
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ ରାଜନେତା ଚନ୍ଦ୍ରଶେଖର ସାହୁଙ୍କ ସହ ଏକ ଖୋଲାଖୋଲି ଆଲୋଚନା।
ଏହି Exclusive Podcast ରେ ସେ କଂଗ୍ରେସରୁ ବିଜେଡି ଯାତ୍ରା, ରାଜନୈତିକ ଉତ୍ଥାନ-ପତନ, ୨୦୦୯ ଓ ୨୦୧୪ ନିର୍ବାଚନ, ନବୀନ ପଟ୍ଟନାୟକଙ୍କ ନେତୃତ୍ୱ, ବିଜେଡିର ବର୍ତ୍ତମାନ ସ୍ଥିତି ଏବଂ ନିଜ ରାଜନୈତିକ ଜୀବନର ଅନେକ ଅଜଣା କଥା ସେୟାର କରିଛନ୍ତି।
📌 Congress ରୁ BJD କାହିଁକି? 📌 ବିଜେଡିରେ All Is Well? 📌 ରାଜନୀତିର ସବୁଠାରୁ ବଡ଼ ଭୁଲ? 📌 ନବୀନ ପଟ୍ଟନାୟକ ନା ମନମୋହନ ସିଂ? 📌 ରାଜନୀତିର ଅନ୍ତରାଳର ଅନେକ ଅକୁହା କାହାଣୀ
Video ଟିକୁ Like, Share ଓ Subscribe କରନ୍ତୁ।
#ChandrasekharSahu #OdishaPolitics #BJD #Congress #Podcast #ChandrasekharSahu
#OdishaPolitics #BJD
#Congress #NaveenPatnaik
#PoliticalPodcast #OdishaNews
#Berhampur #Ganjam
#ExclusiveInterview #NewsWithAsit
#AsitPanda #OdishaPoliticalNews
#PodcastOdisha #FormerUnionMinister
Повторяем попытку...
Доступные форматы для скачивания:
Скачать видео
-
Информация по загрузке: