Mutual Fund ବିଷୟରେ ଟିକିନିକି ଜାଣନ୍ତୁ | Complete Guide to Mutual Funds: Risks, Types & Expert Insights
Автор: MONEY ll ଟଙ୍କା
Загружено: 2024-09-24
Просмотров: 76562
Описание:
Mutual Funds Explained in Odia || Risk Factors, Types of Risk & Expert Insights with Sir Dhananjay Banthia (CFP).
~~~~~~~~~~~~~~~~~~~~~~~~~~
Are you ready to dive deep into the world of mutual funds? In this comprehensive discussion, we sit down with Certified Financial Planner Sir D. Banthia to explore everything you need to know about mutual funds, from A to Z. Discover the different types of mutual funds, the associated risk factors, how to manage them, and much more. Whether you're a beginner investor or someone looking to enhance your financial knowledge, this video is your ultimate guide to understanding mutual funds.
~~~~~~~~~~~~~~~~~~~~~~~~~~
ଆମ ଚ୍ୟାନଲରେ ଆପଣ ଆର୍ଥିକ ସମ୍ପର୍କିତ ବହୁତ୍ କଥା ଜାଣିବାକୁ ପାଇବେ। କୋଉଠି ଟଙ୍କା ଥୋଇବେ, କେତେଟଙ୍କା ଥୋଇବେ, ନିଜର ଟଙ୍କା କେମିତି ସୁରକ୍ଷିତ ରହିବ, ଋଣ କରିବା ପୂର୍ବରୁ କଣ ସବୁ ଜାଣିବା ଦରକାର, କ୍ରେଡିଟ୍ କାର୍ଡ ଭଲ ନା ମନ୍ଦ, ଏସଆଇପି କେମିତି କରିବେ, କେମିତି କୋଟିପତି ହୋଇ ପାରିବେ, ଏହି ଭଳି ହଜାର ହଜାର କଣ୍ଟେଣ୍ଟ୍ ଉପରେ ଜ୍ଞାନ ବଢ଼ାଇବା ସହିତ ବହୁତ ଜ୍ଞାନୀ ତଥା ଫାଇନାନସିଆଲ୍ ନଲେଜ୍ ରଖୁଥିବା ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ଆପଣ ପରାମର୍ଶ ନେଇ ପାରିବେ। ମୋ ରେଫରେନ୍ସ ଦେଲେ ଆପଣଙ୍କୁ ସୁବିଧାରେ ଓ ସହଜରେ ସେ ଆପଣଙ୍କୁ ସାହାଯ୍ୟ କରିବେ। ଆଉ କେଉଁ ବିଷୟ ଉପରେ ଜାଣିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ଆପଣ ସୁଚିନ୍ତିତ ମତାମତ ଦେଇ ପାରିବେ...
#money #ଟଙ୍କା #moneymantra #JagamohanMaharana #mutualfunds #mutualfundinvestment #mutualfund
Повторяем попытку...
Доступные форматы для скачивания:
Скачать видео
-
Информация по загрузке: