ASHUTOSH LAW TUTORIAL
HELLO DEAR FRIENDS
JAY JAGANNATH
THIS CHANNEL IS MEANT ONLY FOR YOU TO PROVIDE ALL TYPES OF LEGAL SOLUTION AS WELL AS LAW COURSES SUCH AS-CRPC,BNSS, CPC, EVIDENCE, IPC, BNS,TP. LIMITATION ACT, S R ACT, HINDU LAW, MOHAMODIAN LAW ,TORTS AND MANY MORE SUBJECTS
WhatsApp Number -&-Phone pee Number
9861511920
No consultants fee's for contracting Over phone but payable if any documents sends
either through whatsapp or Mail 💌
ନମସ୍କାର ଆପଣମାନଙ୍କୁ ସ୍ବାଗତ କରୁଛି ଆମ ଓଡ଼ିଆର ପ୍ରଥମ LAW STUDY YOUTUBE CHANNEL PLATFORM (ASHUTOSH LAW TUTORIALS ) ଯେଉଁଥରେ ଆପଣମାନେ ପାଇପାରିବେ ଆଇନ ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ବିସ୍ତୃତ ବିବରଣୀ.ଆମେ ଏହି ଚାନେଲ ମାଧ୍ୟମରେ ଚେଷ୍ଟା କରୁଛୁ ଯେ କିପରି ଦେଶର ପ୍ରତେକ ବ୍ୟକ୍ତିଙ୍କ ପାଖରେ ଆଇନ ସମ୍ବନ୍ଧୀୟ ଧାରଣା ରହିପାରିବ ଏବଂ ସମସ୍ତ ବର୍ଗର ଲୋକ ତଥା ମହିଳା, ପୁରୁଷ ମୂଖ୍ୟତଃ ଆଇନ ଅଧୟନରତ ଛାତ୍ର ଛାତ୍ରୀ ମାନେ ଆମର ନିଜର ପ୍ରିୟ ମାତୃଭାଷା ଓଡ଼ିଆ ରେ କିପରି ଆଇନ ସମ୍ବନ୍ଧୀୟ ନିୟମ ଓ ତଥ୍ୟ କୁ ସହଜ ଓ ସରଳରେ ବୁଝିପାରିବେ .
କେଉଁ ପରିସ୍ଥିତିରେ ମା ର ଜାତି ଅନୁସାରେ ପିଲା ଙ୍କ ଜାତି certificate ହେବ/ପିଲାର casteକୁନେଇ ସର୍ବୋଚ୍ଚ ନ୍ୟାୟାଳୟ
ଆଉ ରେଜିଷ୍ଟର କରିହେବ ନାହି ଏହିପରି ସତ୍ଵ ଥିବା ଜମିକୁ/No Sale On Such Satwa Of Property
ମିଛ କେସ ରେ ଫସି ଯାଇଛନ୍ତି କି? କେମିତି ନିର୍ଦ୍ଦୋଷ ହେବେ/Plea Of Alibi/Hon'ble SC Land Mark Judgement
କେଉଁ କାରଣ ପାଇଁ ଆପଣଙ୍କ କେସ ରିଜେକ୍ଟ ହୁଏ/Rejection Of Plaint CPC O-7R-11
ଜଙ୍ଗଲଜମି ପଟ୍ଟା କରିବା ନିମନ୍ତେ କେଉଁପରି ଦରଖାସ୍ତ ଓ କାହାକୁ ଦେବେ/How To Write Application
କୋର୍ଟ ରୁ ସମନ ଆସିଛି ନ ଗଲେ କଣ ହେବ/କେତେ ଦିନ ଭିତରେ କଣ କରିବେ?/Limitation Period For Filling WS
ସିଭିଲ କେସ ରେ ସମନ୍ ପାଇଁକି ମଧ୍ୟ ପ୍ରତିବାଦୀ Written Statement ନଦେଲେ କଣ ହେବା/When Written Statement File
ଆପଣଙ୍କ ସମ୍ପତ୍ତିକୁ କିଏ ଜବରଦଖଲ କରୁଛନ୍ତି କି?/ How To Disposes From Your Land
କଣ ଜେଜେ ବାପାଙ୍କ ସମ୍ପତ୍ତି ହିଁ ନାତିର ସମ୍ପତ୍ତି/Is Grandfather Property A Property Of Grandson
କେମିତି ହିସାବ କରିବେ Govt Valuation କୌଣସି Deed ର/କେତେ ଟଙ୍କା ସରକାର କୁ ଦେଉ Sale Deed ପାଇଁ
କେମିତି ଜାଣିବେ କେତେଟଙ୍କା ରେଜିଷ୍ଟ୍ରି ଫି ଲାଗେ ଜମି କିଣିବା ପାଇଁ/Exact Registration Fee ForGovt Valuation
ନିଜ ଘର କୁ ସରକାର ରାସ୍ତା ନାହିଁ କଣ କରିବେ//Sec-15 Acquisition Of Easement By Prescription
ଜମି କିଣିବା ପୂର୍ବରୁ ସାତୋଟି ପଦ୍ଧତି ରେ Verification କରନ୍ତୁ//Verification Of Land
ଆଉ ରହିବ ନାହିଁ Relinquish Deed ku ନେଇ Doubt/Relinquish deed OR ନା ଦାବିପତ୍ର କରିବା କେତେଦୂର ଠିକ୍
ଘର ଭଡ଼ା ରେ ରହୁଥିଲେ ସାବଧାନ/Modal Tenancy Act 2021
ଏଥର ହେଲା ଅତି ସହଜ ଘରବାଡ଼ି କିସମ କରିବାପାଇଁ/How To Conversation Cultivation To Homestead Land
ବିବାହିତ ଝିଅଙ୍କୁ ମିଳିବ ନାହିଁ ନିଜ ବାପଘରୁ ଜମିଭାଗ//Chhatisgarh hon'ble HC Decission
ଯେଉଁ ଜମି କିଣିବାକୁ ଚାହୁଁଛନ୍ତି ସେଥିରେ bank loan ଅଛିକି କେମିତି ଜାଣିବା//EC କେଉଁ ମସିହାରୁ ବାହାର କରିବେ
ଜମି କିଣା ବିକାରେ ସାଧା କାଗଜ ର ଚୁକ୍ତି ପତ୍ର କୋର୍ଟ ରେ ଗ୍ରହଣୀୟ କି?/LandMark Judgement Hon'ble SupremeCourt
ନୋଟରୀ ଏଗ୍ରିମେଣ୍ଟ କରିଛନ୍ତି କି? Unregistered Agreement Vrs Registered Agreement
କବଲା ପ୍ରସ୍ତୁତ ପୂର୍ବରୁ କେଉଁ କଥା ଉପରେ ଧ୍ୟାନଦେବେ/Draw Attention Before Sale Deed
Undivided Share କିଣିକି ଫସିଯାଇଛନ୍ତି କି କଣ କରିବା/ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନିଷ୍ପତି/ପ୍ରଜାଖାନ ସଶୋଧନକରିହେଉନି
ଜମିବାଡ଼ି କେସ ରୁଜୁ କରିବା ପୂର୍ବରୁ କଣ କରିବା ଉଚିତ୍/How To Self Prepare For Any Civil Suit
ଚେକ୍ ବାଉନ୍ସ କେସରୁ କେମିତି ବଂଚିବେ/How To Defence Cheque Bounce Case
ନୂଆ ଆଇନ୍ ବିନା ଖର୍ଚ୍ଚ ରେ କିପରି ଜବର ଦଖଲକାରିଙ୍କୁ ହଟାଇବେ/BNS111(7)
ପୈତୃକସମ୍ପତ୍ତିକୁ କିପରି ସ୍ଵଅର୍ଜିତ ସମ୍ପତ୍ତିଭାବରେ ବ୍ୟବହାର କରିବେ/How To Convert Ancestral To Selfacquired
କିଏ ଆପଣଙ୍କୁ ଗାଳିଗୁଲଜ କରୁଛି କି କଣ କରିବେ/Sec-352&292BNS
ଜମିର ପ୍ରକୃତ ମାଲିକ କିଏ ହେବ ଯଦି ଜମିଟି ଆପଣଙ୍କ ସ୍ତ୍ରୀ ନାମରେ କିଣୁଛନ୍ତି/Who Will Be Real Owner
କିପରି ରଦ୍ କରିବେ sale deed ଯଦି ଅନ୍ୟ ନାମରେ ଜମି କିଣିଛନ୍ତି //Delhi HC Latest Judgement
ସିବିଆଇ ତଦନ୍ତ ପାଇଁ ପି ଆଇ ଏଲ୍ ହାଇକୋର୍ଟ ରେ ଫାଇଲ କରି ହେବକି ଯଦି କୌଣସି ମିଛ କେସ ରେ ଫସିଛନ୍ତି କି/ File PIL