TUMARI SATHIRE
ସାଇଁ ସାଇଁ ଏବଂ ବରମପୁର ଗୋଟେ ଗାଁ
ଆମର ସବୁ ଶୁଖରେ ଦୁଃଖରେ ସେ ଥିଲେ
ଏଠି ସମସ୍ତେ ଅଛନ୍ତି ଧର୍ମପଦର ନାଁ ନେଇ
ମଙ୍ଗରାଜ ସାର ଚାଲିଯାଇଛନ୍ତି ମୋର ବିଶ୍ୱାସ ହେଉନି
ଗୀତରେ ଗୀତରେ ସବୁ କହିଲେ ବନ୍ଧୁ
ସମସ୍ତେ କାନ୍ଦିବେ ଆଉ ସେ ହସି ହସି ଯିବ
ମଣିଷ ମଲାବେଳେ ତା କର୍ମ ନେଇକି ଯାଏ
ଗୁରୁଙ୍କର କେବେ ମୃତ୍ୟୁ ନାହିଁ
ବିଶ୍ୱକର୍ମା ର ଥିଲେ ଜଣେ ବ୍ୟକ୍ତିତ୍ୱ
ମଞ୍ଜରାଜ ମହାରଣାଙ୍କ ଏକାଦଶାହ ରେ.........
ତାଙ୍କ ଅଧୁରା ସ୍ୱପ୍ନକୁ ଆମେ ପୂରଣ କରିବା
ସେ ଯୋଉ ସାହାଯ୍ୟ କେହି ପୁର୍ଣ କରିପାରିବେନି
ଏ ସ୍ଥାନ କେହି ପୂରଣ କରିପାରିବେନି
ରବୀନ୍ଦ୍ର ଓଝା ରଖିଲେ ନିଜର ଭାଷଣ
ସବୁ ଭାଇ ମାନଙ୍କୁ ନେଇ ଏକତ୍ରିତ କରୁଥିଲେ
ମଙ୍ଗୁ ସାରଙ୍କ ସହିତ ମୋର ବହୁତ କମ ସମୟର ଚି଼ହ୍ନl
ଆତ୍ମୀୟ ଭରା ମଣିଷ ସେ ଥିଲେ
ମଙ୍ଗୁ ଭାଇଙ୍କ କଥା ସବୁ ଠିକ କଥା
ମଙ୍ଗରାଜ ସାରଙ୍କ ସହିତ ଆଠ ମାସର ସମ୍ପର୍କ
ତାଙ୍କର କିଛି ଅଭିଳାଷ ଥିଲା ପୁର୍ଣ ହୋଇପାରିଲାନି
ତାଙ୍କର ଅନେକ ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ
ଭାଇ ଚାଲିଗଲେ ସେଥିପାଇଁ ମୁଁ ବହୁତ ମର୍ମାହତ
ସେ ସବୁବେଳେ ଆମର ଉର୍ନତି କଥା ଚିନ୍ତା କରୁଥିଲେ
ସେ ଅମର ଆତ୍ମାକୁ ଜଗନ୍ନାଥ କେମିତି ସଦଗତି କରିବେ
ମଞ୍ଚରେ ଭାଷଣ ରଖିଲେ ରତ୍ନାକର ବାରିକ
ପରିବାରର ଶ୍ରେଷ୍ଠ ବୋଲି ମାନି ଆସିଛି
ମଙ୍ଗରାଜ ମହାରଣାଙ୍କ ପାଇଁ ମଞ୍ଚରେ ଗାଇଲେ ଗୀତ
ମଙ୍ଗରାଜ ମହାରଣା ଅମର ରହେ
ମାର ତୁଳନା ନାହିଁ... ଗାଇଲେ ଚତୃମଇ
କାହିଁକି ଶୁଣିବୁ ମୋ ବିକଳ ଅଳି