Jhuma home kitchen

ନମସ୍କାର,ଜୟ ଜଗନ୍ନାଥ
ମୁଁ ଝୁମା ଜଣେ ସାଧାରଣ ଗୃହିଣୀ। ମୁଁ ଜାଣିଥିବା କିଛି ଖାଦ୍ୟ,ଆମ ଓଡ଼ିଶା ର ଖାଦ୍ୟ କୁ ଲୋକ ଲୋଚନ କୁ ଆଣିବା ପାଇଁ ମୋର ଏକ ଛୋଟ ପ୍ରୟାସ। ଆପଣଙ୍କ ସହଯୋଗ କାମନା।।ଆଶା କରୁଛି ମୁଁ ଆପଣ ମାନଙ୍କୁ ଭିଡିଓ ସେୟାର କରିକି ଯେତିକି ଖୁସି ଅନୁଭବ କରୁଛି ଆପଣ ମାନେ ମଧ୍ୟ ମୋ ଭିଡିଓ ଦେଖିକି ଖୁସି ଅନୁଭବ କରୁଥିବେ । ଧନ୍ୟବାଦ।।🙏
💐Jay Jagannath 🙏🙏 💐 ❤️
hello my sweet viewers
welcome to my cooking world
i 'am not a chef .but I am passionate
about food.need your 💕 love 😘 😘
thank you 🙏 💕