vlog with sonali


ନମସ୍କାର 🙏🌼
ମୁଁ ସୋନାଲି! ଆପଣମାନଙ୍କୁ ମୋ ଓଡ଼ିଆ Vlog ଚ୍ୟାନେଲକୁ ସ୍ୱାଗତ।

ଏହି ଚ୍ୟାନେଲରେ ମୁଁ ପ୍ରତିଦିନର ଦୈନିକ vlog
cooking ଭିଡିଓ,
odish -କଲକାତା lifestyle
ଶପିଙ୍ଗ vlog,
ହୋଲ୍ ଡେ ରୁଟିନ୍,
ସେଥିପାଇଁ ମୋ ଛୋଟବେଳିର କିଛି ସ୍ମୃତି ଓ Odisha–Kolkata family life ଆପଣମାନଙ୍କ ସହ share karibi
ମୋ vlog ମାନେ ସରଳ ଜୀବନ, ଘରୋଇ ମୁହୂର୍ତ୍ତ, ମଜାଦାର ଘଟଣା, ଓ ଏକ ଓଡ଼ିଆ ଝିଅଙ୍କ କଲକାତାର ଦୈନିକ ଜୀବନକୁ ସତ ଭାବରେ ଦେଖାଏ।

👉 ଆପଣ ଯଦି cooking vlog, daily routine, Odisha lifestyle, Kolkata vlog, shopping vlog ଓ real family moments ପସନ୍ଦ କରନ୍ତି —
ତାହେଲେ ଏହି ଚ୍ୟାନେଲ୍ ଆପଣଙ୍କ ପାଇଁ ପରଫେକ୍ଟ।

📌 ପ୍ରତିଦିନ ନୂଆ ଭିଡିଓ
📌 Real stories & real life
📌 Odisha + Kolkata Lifestyle mix
Subscribe କରନ୍ତୁ, Like କରନ୍ତୁ, Comment ଦେଇ ସମର୍ଥନ କରନ୍ତୁ 💛✨
ଆସନ୍ତୁ, ଆମେ ମିଶି ଏକ ସୁନ୍ଦର ଓଡ଼ିଆ ପରିବାର ତିଆରି କରିବା।

Love & Respect,
Sonali 🌼