KARTAVYA NEWS
ଭାରତର ଚତୁର୍ଥ ସ୍ତମ୍ବ ହେଉଛି ଗଣମାଧ୍ୟମ। ତେବେ ବର୍ତ୍ତମାନ କେତେକ ରାଜନେତା ଓ ପୁଞ୍ଜିପତିଙ୍କ ପାଇଁ ଗଣମାଧ୍ୟମ କଳୁଷିତ ଓ କଳଙ୍କିତ। କାରଣ ଗଣତନ୍ତ୍ରର ହତ୍ୟାକାରୀ ମାନଙ୍କ ହାତରେ ଭାରତର ଶାସନ କଳ। ତେବେ ସେମାନଙ୍କ ଭ୍ରଷ୍ଟାଚାର, ଦୁର୍ନୀତି ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଏକମାତ୍ର ମାଧ୍ୟମ ହେଉଛି ଗଣମାଧ୍ୟମ, କିନ୍ତୁ କିଛି ଅଣସାମ୍ବାଦିକ ଓ ଅନେକ ସଖିକଣ୍ଢେଇ ଗଣମାଧ୍ୟମ ସଂସ୍ଥାର ମାଲିକମାନେ ସାଜିଛନ୍ତି ସେମାନଙ୍କ ହାତ ବାରିଶୀ। ପ୍ରତି ମୁହୂର୍ତ୍ତରେ ପ୍ରସାରିତ ଅନେକ ଖବର ଭିତରେ ନା ଅଛି ସତ୍ୟତା, ବାସ୍ତବତା ନା ନିରପେକ୍ଷତା । ଆଜିର ଗଣମାଧ୍ୟମ ମୁକ୍ତ ବା ସ୍ଵାଧୀନ ନୁହେଁ। ତେଣୁ ଦୁରାଚାରୀ ଓ ଅତ୍ୟାଚାରୀ ମାନଙ୍କ କବଳରୁ ଚତୁର୍ଥ ସ୍ତମ୍ବକୁ ମୁକୁଳାଇବା ପାଇଁ ସତ୍ୟର ସନ୍ଧାନ କରିବା ଉଦେଶ୍ୟରେ ପାଦ ବଢ଼ାଇବାକୁ ଏକ ଛୋଟ ପ୍ରୟାସ ଆରମ୍ଭ କରୁଛୁ। "କର୍ତ୍ତବ୍ୟ ନ୍ୟୁଜ୍" ତାର ଶୈଶବ ଅବସ୍ଥାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖିବା ଆରମ୍ଭ କଲା । ଏବେ ସବୁ କିଛି ଆପଣ ମାନଙ୍କ ହାତରେ । ଜନତା ଜନାର୍ଦଦନ ହିଁ ସର୍ବେସର୍ବା। ଏବେ ଆପଣ ମାନେ ହିଁ ଆମର ସାହା ଭରସା । ଆପଣ ମାନେ ଆମ ସହିତ ମିଶିଗଲେ, ଆମେ ଆପଣଙ୍କ ବଳରେ ସାରା ଓଡ଼ିଶାରେ ଘଟି ଆସୁଥିବା ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଜାରି ରଖିପାରିବୁ। ଏବେ ଆପଣ ମାନଙ୍କ ଆଶୀର୍ବାଦ ଓ ଭଲପାଇବା ଅପେକ୍ଷାରେ ରହିଲୁ 🙏 ❤️❤️❤️🙏😊 #KartavyaNews
ହ୍ୟୁମାନଙ୍କ ପାଇଁ ଗର୍ଜିଲେ ମୋନାଲିସା ଗନ୍ତାୟତ!/ Monalisa Gantayat/ Human Sagar Big Update!/ Kartavya News
ଗରିବଙ୍କ ପେଟରେ ଲାତ ମାରୁଛନ୍ତି ନରେନ୍ଦ୍ର ମୋଦୀ!/ Mallikarjun Kharge Vs Narendra Modi !/ Kartavya News
ଥାନାରେ ଏତଲା ଦେଲେ ମା ଶେଫାଳୀ ସୁନା / ଯାଞ୍ଚ୍ ହେବ ମୋବାଇଲ୍ ଫୋନ୍, ପ୍ରମାଣ ଦେବ CCTV ରେକର୍ଡ଼, ବନ୍ଧା ହେବେ ଦୋଷୀ!
ଗାଁରୁ ପଞ୍ଚାୟତ ଖୋଜ୍ ଖବର-୨/ ଋଷିଛି ପଞ୍ଚାୟତ, ହସୁଛି ଆମ ଗାଁ!/ Jagatsinghpur MLA Amarendra Das Action Mode!
ନୟାଗଡିଆଙ୍କୁ ଅପମାନ, ଚିନ୍ତାରେ BJP ମନ୍ତ୍ରୀ!/ Nayagarh Public Exposed Government Doctor! / Kartavya News
ରାଜିନୀତି ସବୁଠୁ ଭଲ ଚାକିରୀ! / Politics is the greatest job! / Kartavya News
ମଞ୍ଚରେ ଗଡାପଡା ହେଲେ ଲଜ୍ୟାହୀନ ନେତା ମନ୍ତ୍ରୀ! / BJD MLA Manohar Randhari attacked on Navrangpur BJP!
ଗରିବଙ୍କ ପେଟ କଣା କରୁଛନ୍ତି ମୋହନ! / Public suffers in Mohan Govt! / Kartavya News
ରୂଷିଛି ପଂଚାୟତ କାନ୍ଦୁଚି ଆମ ଗାଁ! / An Angry Panchayat and a Crying Village! / Kartavya News
ମହାଲକ୍ଷ୍ମୀ ପୀଠରେମିଳିଲା ଶିବ ଲିଙ୍ଗ/ jajpur Laxmi Temple Update/ Kartavya News
ରାସ୍ତା ଉପରେ ବଡ଼ ଫାଇଟ୍!/ ମୋହନଙ୍କୁ ଅଣ୍ଡା ମାଡ଼ ଘେରାଉ କଲା କଂଗ୍ରେସ୍!/ Congress Fired On Mohan Majhi!
କହିଦେଇ ଫଶିଗଲେ ଜୟ ନାରାୟଣ ମିଶ୍ର!/ ମିଶ୍ର ବାବୁଙ୍କ ଲକ୍ଷେ ଟଙ୍କିଆ ଚାହା ପାଇଁ ବଦନାମ୍ ବିଜେପି!/ Kartavya News
ଦିଦିଙ୍କ କଥା କହି ବିଜେପିକୁ ବହେ ଧୋଇଲେ ସାୟୋନି!/TMC Leader Saayoni Ghosh Target BJP!/ Kartavya News
ଧରା ପଡ଼ିଗଲେ ଗଣଶିକ୍ଷା ମନ୍ତ୍ରୀ ପ୍ରତାରଣା କଲେ ମୋହନ ମାଝି! / Teachers Exposed BJP! / Kartavya News
ଖୋଲିଲା ମୋଦୀ-ଶାହଙ୍କ ପୋଲ !/ ଗୁଳି ମାରି ଗରିବଙ୍କ ଜୀବନ ନେଉଛି ଡବଲଇଞ୍ଜିନ ସରକାର!/ Sulata Deo Exposed BJP!
ଭିଜିଲାନ୍ସ ଜାଲରେ ବନବିଭାଗ ରେଞ୍ଜର !/ Vigillance Raid / Kartavya News
ଜଗତସିଂହପୁର ପୋଲିସର ବଡ ସଫଳତା!/ Jagatsinghpur police / Kartavya News
ବିଜେପିକୁ ମିଛୁଆ କହି ବହେ ଧୋଇଲା କଂଗ୍ରେସ୍!/ Odisha Congress Exposed Odisha BJP! / Kartavya News
ବଢୁଛି ଲୋକଙ୍କ ରାଗ! / ଖୁବ ଶୀଘ୍ର ଭାଙ୍ଗିବ ସରକାର! / Government Likely to Fall Soon!/ Kartavya News
ହଠାତ କାହିଁକି ଫେରିଲେ ଯାତ୍ରା!/ Piyush Tripathy revealed his new Jatra! / Kartavya News
ହଠାତ୍ ଧରା ପଡ଼ିଗଲା ମହିଳା ବିରୋଧୀ ବିଜେପି!/Congress Leader Exposed BJP!/ Kartavya News
ଓଡିଶା ପୋଲିସକୁ ନମନ.. / ‘Naman’ Event For Commissionerate Police / Kartavya News
ହଟିବ ଗାନ୍ଧି ଟାଇଟେଲ୍ ନାମ ନେବ ବିଜେପି!/ Congress Leader Fired On BJP!/ Kartavya News
ଶ୍ରୀ ରାମଙ୍କ ନାମରେ ଚାପୁଡ଼ା ଖାଇଲା ବିଜେପି!/ | Sanjay Singh exposed Modi's Plan!/ Kartavya News
ହ୍ୟୁମାନଙ୍କ ପାଇଁ ବଡ଼ ସଭା!/ ଆଜି କେଶ୍ କରନ୍ତୁ ମାକାଲି ହେବ ହଙ୍ଗାମା!/ Human Sagar Update! / kartavya News
ଏଥର ଛିଡ଼ିଗଲା ପାଣିଗ୍ରାହୀଙ୍କ ଲେଖା!/ନାଁ କାଟିଦେଲା BJP, ବେଜିତ୍ ହେଲେ ପ୍ରଦୀପ୍!/ BJP Destroyed Pradeep!
ବରବାଦ୍ କରୁଛି ଡ଼ବଲ୍ ଇଞ୍ଜିନ୍ ସରକାର!/ ବିଜେପି ବିଧାୟକଙ୍କ ପାଇଁ ବଦନାମ୍ ହେଲେ ମୋଦୀ! AAP Leader fired on BJP!
ଘାଟି ରାସ୍ତା ପାଇଁ ବଡ଼ ଆନ୍ଦୋଳନ!/ ଠକି ଚାଲିଛନ୍ତି ମୋହନ ପ୍ରବଳ ବର୍ଷିଲା ବିଜେଡ଼ି!/ Kartavya News
ଧର୍ମଶାଳାରେ ମହାଭାରତ!/ ଜଣା ପଡ଼ିଗଲା କାରଣ, ଏଥି ପାଇଁ ହେଲା ଫାଇଟ୍!/ Dharmashala Fight Exposed Liku & Jitu!
ପହଞ୍ଚିବା ପରେ ପ୍ରତିକ୍ରିୟା ଦେଲେ ବଲିଉଡ ତାରକା!/ ଭୁବନେଶ୍ବରରେ ପହଁଚିଲେ ଅରବାଜ ଖାନ / Kartavya News